୮୦୦ ମିଟର ଫାଇନଲ୍‌ରେ ଜନ୍‌ସନ୍‌, ମନ୍‌ଜିତ

ଏସୀୟ କ୍ରୀଡ଼ା ୮୦୦ ମିଟର ଫାଇନାଲ୍‌ରେ ଦୁଇ ଭାରତୀୟ ତାରକା ଜିନ୍‌ସନ୍‌ ଜନ୍‌ସନ୍‌ ଏବଂ ମନ୍‌ଜିତ ସିଂହ ପ୍ରବେଶ କରିଛନ୍ତି। ସୋମବାର ୧:୪୭.୩୯ ମିନିଟ୍‌ ସମୟ ନେଇ ଜିନ୍‌ସନ୍‌ ପ୍ରଥମ ସ୍ଥାନରେ ଏବଂ ମନ୍‌ଜିତ ୧:୪୮.୬୪ ମିନିଟ୍‌ ସମୟ ସହ ଅଷ୍ଟମରେ ରହି ଏହି ଯୋଗ୍ୟତା ଅର୍ଜନ କରିଥିଲେ।

ସମ୍ବନ୍ଧିତ ଖବର