୮ ସହର, ୫୧ ଦିନ

ଆଇପିଏଲ୍-୧୨ ଚଳିତ ମାର୍ଚ ୨୩ ତାରିଖରୁ ଆରମ୍ଭ ହୋଇ ମେ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ। ୫୧ ଦିନ ଧରି ଖେଳା ଯିବାକୁ ଥିବା ଏହି ୮ ଦଳୀୟ ପ୍ରତିଯୋଗିତା ୮ ସହରରେ ଖେଳାଯିବ। ଏହି ସହରଗୁଡ଼ିକର ଷ୍ଟାଡିୟମକୁ ମଧ୍ୟ ୮ ଅଂଶଗ୍ରହଣକାରୀ ଦଳ ନିଜ ନିଜ ଘରୋଇ ପଡ଼ିଆ କରିଛନ୍ତି। ମ୍ୟାଚ୍ ଖେଳାଯିବାକୁ ଥିବା ସହରଗୁଡ଼ିକ ହେଲା ଦିଲ୍ଲୀ, ମୁମ୍ବାଇ, କୋଲକାତା, ମୋହାଲି, ଜୟପୁର, ଚେନ୍ନାଇ, ହାଇଦ୍ରାବାଦ ଓ ବେଙ୍ଗାଲୁରୁ। ଦିଲ୍ଲୀକୁ ଦିଲ୍ଲୀ କ୍ୟାପିଟାଲ୍ସ, ମୁମ୍ବାଇକୁ ମୁମ୍ବାଇ ଇଣ୍ଡିଆନ୍ସ, କୋଲକାତାକୁ କୋଲକାତା ନାଇଟ୍ ରାଇଡର୍ସ, ମୋହାଲିକୁ କିଙ୍ଗ୍ସ ଇଲେଭେନ୍‌ ପଞ୍ଜାବ, ଜୟପୁରକୁ ରାଜସ୍ଥାନ ରୟାଲ୍ସ, ଚେନ୍ନାଇକୁ ଚେନ୍ନାଇ ସୁପରକିଙ୍ଗ୍ସ, ହାଇଦ୍ରାବାଦକୁ ସନ୍‌ରାଇଜର୍ସ ହାଇଦ୍ରାବାଦ ଏବଂ ବେଙ୍ଗାଲୁରୁକୁ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଘରୋଇ ସହର କରିଛନ୍ତି। ମ୍ୟାଚ୍‌ଗୁଡ଼ିକ ଦିଲ୍ଲୀର ଫିରୋଜ ଶାହା‌ କୋଟଲା, ମୁମ୍ବାଇର ୱାଙ୍ଖ୍‌ଡ଼େ, ମୋହାଲିର ପିସିଏ ଷ୍ଟାଡିୟମ, ଜୟପୁରର ସବାଇ ମାନସିଂହ ଷ୍ଟାଡିୟମ୍, ଚେନ୍ନାଇର ଏମ୍ ଏ ଚିଦାମ୍ବରମ୍ ଷ୍ଟାଡିୟମ୍, ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍ ଏବଂ ବେଙ୍ଗାଲୁରୁର ଏମ ଚିନ୍ନା‌ସ୍ବାମୀ ଷ୍ଟାଡିୟମରେ ଖେଳାଯିବ।

ଆଇପିଏଲ୍‌ ସୂଚୀ

ତାରିଖ ସମୟ ମ୍ୟାଚ୍‌ ସ୍ଥାନ
ମାର୍ଚ ୨୩ ରାତି ୮ଟା ଚେନ୍ନାଇ ସୁପର କିଙ୍ଗ୍ସ ବନାମ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଚେନ୍ନାଇ
ମାର୍ଚ ୨୪ ଅପରାହ୍ନ ୪ଟା କୋଲ୍‌କାତା ନାଇଟ୍‌ ରାଇଡର୍ସ ବନାମ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ କୋଲ୍‌କାତା
ରାତି ୮ଟା ମୁମ୍ବାଇ ଇଣ୍ଡିଆନ୍ସ ବନାମ ଦିଲ୍ଲୀ କ୍ୟାପିଟାଲ୍ସ ମୁମ୍ବାଇ
ମାର୍ଚ ୨୫ ରାତି ୮ଟା ରାଜସ୍ଥାନ ରୟାଲ୍ସ ବନାମ କିଙ୍ଗ୍ସ ଇଲେଭେନ୍‌ ପଞ୍ଜାବ ଜୟପୁର
ମାର୍ଚ ୨୬ ରାତି ୮ଟା ଦିଲ୍ଲୀ କ୍ୟାପିଟାଲ୍ସ ବନାମ ଚେନ୍ନାଇ ସୁପରକିଙ୍ଗ୍ସ ଦିଲ୍ଲୀ
ମାର୍ଚ ୨୭ ରାତି ୮ଟା କୋଲ୍‌କାତା ନାଇଟ୍‌ ରାଇଡର୍ସ ବନାମ କିଙ୍ଗ୍ସ ଏକାଦଶ ପଞ୍ଜାବ କୋଲ୍‌କାତା
ମାର୍ଚ ୨୮ ରାତି ୮ଟା ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବନାମ ମୁମ୍ବାଇ ଇଣ୍ଡିଆନ୍ସ ବେଙ୍ଗାଲୁରୁ
ମାର୍ଚ ୨୯ ରାତି ୮ଟା ସନ୍‌ରାଇଜର୍ସ ହାଇଦ୍ରାବାଦ ବନାମ ରାଜସ୍ଥାନ ରୟାଲ୍ସ ହାଇଦ୍ରାବାଦ
ମାର୍ଚ ୩୦ ଅପରାହ୍ନ୪ଟା କିଙ୍ଗ୍ସ ଇଲେଭେନ୍‌ ପଞ୍ଜାବ ବନାମ ମୁମ୍ବାଇ ଇଣ୍ଡିଆନ୍ସ ମୋହାଲି
ରାତି ୮ଟା ଦିଲ୍ଲୀ କ୍ୟାପିଟାଲ୍ସ ବନାମ କୋଲ୍‌କାତା ନାଇଟ୍‌ ରାଇଡର୍ସ ଦିଲ୍ଲୀ
ମାର୍ଚ ୩୧ ଅପରାହ୍ନ ୪ଟା ସନ୍‌ରାଇଜର୍ସ ହାଇଦ୍ରାବାଦ ବନାମ ରୟାଲ ଚ୍ୟାଲେଞ୍ଜର୍ସ ‌ବାଙ୍ଗାଲୋର ହାଇଦ୍ରାବାଦ
ରାତି ୮ଟା ଚେନ୍ନାଇ ସୁପର କିଙ୍ଗ୍ସ ବନାମ ରାଜସ୍ଥାନ ରୟାଲ୍ସ ଚେନ୍ନାଇ
ଅପ୍ରେଲ ୧ ରାତି ୮ଟା କିଙ୍ଗ୍ସ ଇଲେଭେନ୍‌ ପଞ୍ଜାବ ବନାମ ଦିଲ୍ଲୀ କ୍ୟାପିଟାଲ୍ସ ମୋହାଲି
ଅପ୍ରେଲ ୨ ରାତି ୮ଟା ରାଜସ୍ଥାନ ରୟାଲ୍ସ ବନାମ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଜୟପୁର
ଅପ୍ରେଲ ୩ ରାତି ୮ଟା ମୁମ୍ବାଇ ଇଣ୍ଡିଆନ୍ସ ବନାମ ଚେନ୍ନାଇ ସୁପରକିଙ୍ଗ୍ସ ମୁମ୍ବାଇ
ଅପ୍ରେଲ ୪ ରାତି ୮ଟା ଦିଲ୍ଲୀ କ୍ୟାପିଟାଲ୍ସ ବନାମ ସନ୍‌ରାଇଜର୍ସ ହାଇଦ୍ରାବାଦ ଦିଲ୍ଲୀ
ଅପ୍ରେଲ ୫ ରାତି ୮ଟା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବନାମ କୋଲ୍‌କାତା ନାଇଟ୍‌ ରାଇଡର୍ସ ବେଙ୍ଗାଲୁରୁ
ଅପ୍ରେଲ ୬ ଅପରାହ୍ନ ୪ଟା ଚେନ୍ନାଇ ସୁପର କିଙ୍ଗ୍‌ସ ବନାମ କିଙ୍ଗ୍‌ସ ଇଲେଭେନ୍‌ ପଞ୍ଜାବ ଚେନ୍ନାଇ
ରାତି ୮ଟା ସନ୍‌ ରାଇଜର୍ସ ହାଇଦ୍ରାବାଦ ବନାମ ମୁମ୍ବାଇ ଇଣ୍ଡିଆନ୍‌ସ ହାଇଦ୍ରାବାଦ
ଅପ୍ରେଲ ୭ ଅପରାହ୍ନ ୪ଟା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବନାମ ଦିଲ୍ଲୀ କ୍ୟାପିଟାଲ୍‌ସ ବେଙ୍ଗାଲୁରୁ
ରାତି ୮ଟା ରାଜସ୍ଥାନ ରୟାଲ୍‌ସ ବନାମ କୋଲ୍‌କାତା ନାଇଟ୍‌ ରାଇଡର୍ସ ଜୟପୁର
ଅପ୍ରେଲ ୮ ରାତି ୮ଟା କିଙ୍ଗ୍‌ସ ଇଲେଭେନ୍‌ ପଞ୍ଜାବ ବନାମ ସନ୍‌ ରାଇଜର୍ସ ହାଇଦ୍ରାବାଦ ମୋହାଲି
ଅପ୍ରେଲ ୯ ରାତି ୮ଟା ଚେନ୍ନାଇ ସୁପର କିଙ୍ଗ୍‌ସ ବନାମ କୋଲ୍‌କାତା ନାଇଟ୍‌ ରାଇଡର୍ସ ଚେନ୍ନାଇ
ଅପ୍ରେଲ ୧୦ ରାତି ୮ଟା ମୁମ୍ବାଇ ଇଣ୍ଡିଆନ୍‌ସ ବନାମ କିଙ୍ଗ୍‌ସ ଇଲେଭେନ୍‌ ପଞ୍ଜାବ ମୁମ୍ବାଇ
ଅପ୍ରେଲ ୧୧ ରାତି ୮ଟା ରାଜସ୍ଥାନ ରୟାଲ୍‌ସ ବନାମ ଚେନ୍ନାଇ ସୁପର କିଙ୍ଗ୍‌ସ ଚେନ୍ନାଇ
ଅପ୍ରେଲ ୧୨ ରାତି ୮ଟା କୋଲ୍‌କାତା ନାଇଟ୍‌ ରାଇଡର୍ସ ବନାମ ଦିଲ୍ଲୀ କ୍ୟାପିଟାଲ୍ସ କୋଲ୍‌କାତା
ଅପ୍ରେଲ ୧୩ ଅପରାହ୍ନ ୪ଟା ମୁମ୍ବାଇ ଇଣ୍ଡିଆନ୍‌ସ ବନାମ ରାଜସ୍ଥାନ ରୟାଲ୍‌ସ ମୁମ୍ବାଇ
ରାତି ୮ଟା କିଙ୍ଗ୍‌ସ ଏକାଦଶ ପଞ୍ଜାବ ବନାମ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମୋହାଲି
ଅପ୍ରେଲ ୧୪ ଅପରାହ୍ନ ୪ଟା କୋଲ୍‌କାତା ନାଇଟ୍‌ ରାଇଡର୍ସ ବନାମ ଚେନ୍ନାଇ ସୁପର କିଙ୍ଗ୍‌ସ କୋଲ୍‌କାତା
ରାତି ୮ଟା ସନ୍‌ ରାଇଜର୍ସ ହାଇଦ୍ରାବାଦ ବନାମ ଦିଲ୍ଲୀ କ୍ୟାପିଟାଲ୍ସ ହାଇଦ୍ରାବାଦ
ଅପ୍ରେଲ ୧୫ ରାତି ୮ଟା ମୁମ୍ବାଇ ଇଣ୍ଡିଆନ୍‌ସ ବନାମ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମୁମ୍ବାଇ
ଅପ୍ରେଲ ୧୬ ରାତି ୮ଟା କିଙ୍ଗ୍‌ସ ଏକାଦଶ ପଞ୍ଜାବ ବନାମ ରାଜସ୍ଥାନ ରୟାଲ୍‌ସ ମୋହାଲି
ଅପ୍ରେଲ ୧୭ ରାତି ୮ଟା ସନ୍‌ ରାଇଜର୍ସ ହାଇଦ୍ରାବାଦ ବନାମ ଚେନ୍ନାଇ ସୁପର କିଙ୍ଗ୍‌ସ ହାଇଦ୍ରାବାଦ
ଅପ୍ରେଲ ୧୮ ରାତି ୮ଟା ଦିଲ୍ଲୀ କ୍ୟାପିଟାଲ୍ସ ବନାମ ମୁମ୍ବାଇ ଇଣ୍ଡିଆନ୍‌ସ ଦିଲ୍ଲୀ
ଅପ୍ରେଲ ୧୯ ରାତି ୮ଟା କୋଲ୍‌କାତା ନାଇଟ୍‌ ରାଇଡର୍ସ ବନାମ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର କୋଲ୍‌କାତା
ଅପ୍ରେଲ ୨୦ ଅପରାହ୍ନ ୪ଟା ରାଜସ୍ଥାନ ରୟାଲ୍ସ ବନାମ ମୁମ୍ବାଇ ଇଣ୍ଡିଆନ୍‌ସ ଜୟପୁର
ରାତି ୮ଟା ଦିଲ୍ଲୀ କ୍ୟାପିଟାଲ୍ସ ବନାମ କିଙ୍ଗ୍‌ସ ଇଲେଭେନ୍‌ ପଞ୍ଜାବ ଦିଲ୍ଲୀ
ଅପ୍ରେଲ ୨୧ ଅପରାହ୍ନ ୪ଟା ସନ୍‌ ରାଇଜର୍ସ ହାଇଦ୍ରାବାଦ ବନାମ କୋଲ୍‌କାତା ନାଇଟ୍‌ ରାଇଡର୍ସ ହାଇଦ୍ରାବାଦ
ରାତି ୮ଟା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବନାମ ଚେନ୍ନାଇ ସୁପର କିଙ୍ଗ୍‌ସ ବେଙ୍ଗାଲୁରୁ
ଅପ୍ରେଲ ୨୨ ରାତି ୮ଟା ରାଜସ୍ଥାନ ରୟାଲ୍ସ ବନାମ ଦିଲ୍ଲୀ କ୍ୟାପିଟାଲ୍ସ ଜୟପୁର
ଅପ୍ରେଲ ୨୩ ରାତି ୮ଟା ଚେନ୍ନାଇ ସୁପର କିଙ୍ଗ୍‌ସ ବନାମ ସନ୍‌ ରାଇଜର୍ସ ହାଇଦ୍ରାବାଦ ଚେନ୍ନାଇ
ଅପ୍ରେଲ ୨୪ ରାତି ୮ଟା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବନାମ କିଙ୍ଗ୍‌ସ ଇଲେଭେନ୍‌ ପଞ୍ଜାବ ବେଙ୍ଗାଲୁରୁ
ଅପ୍ରେଲ ୨୫ ରାତି ୮ଟା କୋଲ୍‌କାତା ନାଇଟ୍‌ ରାଇଡର୍ସ ବନାମ ରାଜସ୍ଥାନ ରୟାଲ୍ସ କୋଲ୍‌କାତା
ଅପ୍ରେଲ ୨୬ ରାତି ୮ଟା ଚେନ୍ନାଇ ସୁପର କିଙ୍ଗ୍‌ସ ବନାମ ମୁମ୍ବାଇ ଇଣ୍ଡିଆନ୍‌ସ ଚେନ୍ନାଇ
ଅପ୍ରେଲ ୨୭ ରାତି ୮ଟା ରାଜସ୍ଥାନ ରୟାଲ୍ସ ବନାମ ସନ୍‌ ରାଇଜର୍ସ ହାଇଦ୍ରାବାଦ ଜୟପୁର
ଅପ୍ରେଲ ୨୮ ଅପରାହ୍ନ ୪ଟା ଦିଲ୍ଲୀ କ୍ୟାପିଟାଲ୍ସ ବନାମ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦିଲ୍ଲୀ
ରାତି ୮ଟା କୋଲ୍‌କାତା ନାଇଟ୍‌ ରାଇଡର୍ସ ବନାମ ମୁମ୍ବାଇ ଇଣ୍ଡିଆନ୍‌ସ କୋଲ୍‌କାତା
ଅପ୍ରେଲ ୨୯ ରାତି ୮ଟା ସନ୍‌ ରାଇଜର୍ସ ହାଇଦ୍ରାବାଦ ବନାମ କିଙ୍ଗ୍‌ସ ଇ‌ଲେଭେନ୍‌ ପଞ୍ଜାବ ହାଇଦ୍ରାବାଦ
ଅପ୍ରେଲ ୩୦ ରାତି ୮ଟା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବନାମ ରାଜସ୍ଥାନ ରୟାଲ୍‌ସ ବେଙ୍ଗାଲୁରୁ
ମେ ୧ ରାତି ୮ଟା ଚେନ୍ନାଇ ସୁପର କିଙ୍ଗ୍‌ସ ବନାମ ଦିଲ୍ଲୀ କ୍ୟାପିଟାଲ୍ସ ଚେନ୍ନାଇ
ମେ ୨ ରାତି ୮ଟା ମୁମ୍ବାଇ ଇଣ୍ଡିଆନ୍‌ସ ବନାମ ସନ୍‌ ରାଇଜର୍ସ ହାଇଦ୍ରାବାଦ ମୁମ୍ବାଇ
ମେ ୩ ରାତି ୮ଟା କିଙ୍ଗ୍‌ସ ଇଲେଭେନ୍‌ ପଞ୍ଜାବ ବନାମ କୋଲ୍‌କାତା ନାଇଟ୍‌ ରାଇଡର୍ସ ମୋହାଲି
ମେ ୪ ଅପରାହ୍ନ ୪ଟା ଦିଲ୍ଲୀ କ୍ୟାପିଟାଲ୍ସ ବନାମ ରାଜସ୍ଥାନ ରୟାଲ୍ସ ଦିଲ୍ଲୀ
ରାତି ୮ଟା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବନାମ ସନ୍‌ ରାଇଜର୍ସ ହାଇଦ୍ରାବାଦ ବେଙ୍ଗାଲୁରୁ
ମେ ୫ ଅପରାହ୍ନ ୪ଟା କିଙ୍ଗ୍‌ସ ଇଲେଭେନ୍‌ ପଞ୍ଜାବ ବନାମ ଚେନ୍ନାଇ ସୁପର କିଙ୍ଗ୍‌ସ ମୋହାଲି
ମେ ୫ ରାତି ୮ଟା ମୁମ୍ବାଇ ଇଣ୍ଡିଆନ୍‌ସ ବନାମ କୋଲ୍‌କାତା ନାଇଟ୍‌ ରାଇଡର୍ସ ମୁମ୍ବାଇ

ପୂର୍ବ ବିଜେତା-ଉପବିଜେତା

ଋତୁ ବିଜେତା ଉପବିଜେତା ଶ୍ରେଷ୍ଠ ଖେଳାଳି
୨୦୦୮ ରାଜସ୍ଥାନ ରୟାଲ୍ସ ଚେନ୍ନାଇ ସୁପରକିଙ୍ଗ୍ସ ସେନ୍ ୱାଟସନ୍
୨୦୦୯ ଡେକାନ୍ ଚାର୍ଜର୍ସ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଆଡାମ ଗିଲକ୍ରିଷ୍ଟ
୨୦୧୦ ଚେନ୍ନାଇ ସୁପରକିଙ୍ଗ୍ସ ମୁମ୍ବାଇ ଇଣ୍ଡିଆନ୍ସ ସଚିନ ତେନ୍ଦୁଲକର
୨୦୧୧ ଚେନ୍ନାଇ ସୁପରକିଙ୍ଗ୍ସ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର କ୍ରିସ୍ ଗେଲ୍
୨୦୧୨ କୋଲକାତା ନାଇଟ୍ ରାଇଡର୍ସ ଚେନ୍ନାଇ ସୁପରକିଙ୍ଗ୍ସ ସୁନୀଲ ନରିନ
୨୦୧୩ ମୁମ୍ବାଇ ଇଣ୍ଡିଆନ୍ସ ଚେନ୍ନାଇ ସୁପରକିଙ୍ଗ୍ସ ସେନ୍ ୱାଟସନ୍
୨୦୧୪ କୋଲକାତା ନାଇଟ୍ ରାଇଡର୍ସ କିଙ୍ଗ୍ସ ଏକାଦଶ ପଞ୍ଜାବ ଗ୍ଲେନ୍ ମ୍ୟାକ୍ସୱେଲ୍
୨୦୧୫ ମୁମ୍ବାଇ ଇଣ୍ଡିଆନ୍ସ ଚେନ୍ନାଇ ସୁପରକିଙ୍ଗ୍ସ ଆନ୍ଦ୍ରେ ରସେଲ
୨୦୧୬ ସନରାଇଜର୍ସ ହାଇଦ୍ରାବାଦ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ବିରାଟ କୋହଲି
୨୦୧୭ ମୁମ୍ବାଇ ଇଣ୍ଡିଆନ୍ସ ରାଇଜିଂ ପୁନେ ସୁପରଜିଆଣ୍ଟ୍ସ ବେନ୍ ଷ୍ଟୋକ୍ସ
୨୦୧୮ ଚେନ୍ନାଇ ସୁପରକିଙ୍ଗ୍ସ ସନରାଇଜର୍ସ ହାଇଦ୍ରାବାଦ ସୁନୀଲ ନରିନ

ସଫଳତମ ବ୍ୟାଟର ଓ ବୋଲର
ବ୍ୟାଟ୍ସମ୍ୟାନ୍ ରନ୍ ବୋଲର ୱିକେଟ୍
ସୁରେଶ ରାଇନା ୪୯୮୫ ଲସିଥ ମାଲିଙ୍ଗା ୧୫୪
ବିରାଟ କୋହଲି ୪୯୪୮ ଅମିତ ମିଶ୍ରା ୧୪୬
ରୋହିତ ଶର୍ମା ୪୪୯୩ ପୀୟୂଷ ଚାୱଲା ୧୪୦
ଗୌତମ ଗମ୍ଭୀର ୪୨୧୭ ଡ୍ବେନ୍ ବ୍ରାଭୋ ୧୩୬
ରବିନ ଉଥାପ୍ପା ୪୦୮୬ ହରଭଜନ ସିଂହ ୧୩୪
ଶିଖର ଧାୱନ ୪୦୫୮ ଭୁବନେଶ୍ବର କୁମାର ୧୨୦
ମହେନ୍ଦ୍ର ସିଂହ ଧୋନି ୪୦୧୬ ସୁନୀଲ ନରିନ ୧୧୨
ଡେଭିଡ୍ ୱାର୍ନର ୪୦୧୪ ଉମେଶ ଯାଦବ ୧୧୧
କ୍ରିସ୍ ଗେଲ୍ ୩୯୯୪ ଆର ଅଶ୍ବିନ ୧୧୦
ଏବି ଡି’ଭିଲିୟର୍ସ ୩୯୫୩ ଆଶିଷ ନେହରା ୧୦୫

ସମ୍ବନ୍ଧିତ ଖବର