ଏଏଫ୍‌ସି ବି’ ଲାଇସେନ୍ସ ପାଠ୍ୟକ୍ରମ ଉଦ୍‌ଯାପିତ

କଟକ: ସର୍ବଭାରତୀୟ ଫୁଟ୍‌ବଲ୍‌ ମହାସଂଘ ଓ ରାଜ୍ୟ ଫୁଟ୍‌ବଲ୍‌ ସଂଘ ମିଳିତ ଆନୁକୂଲ୍ୟରେ ବାରବାଟୀ ଷ୍ଟାଡିୟମରେ ଚାଲିଥିବା ଏଏଫ୍‌ସି ବି’ ଲାଇସେନ୍ସ ଫୁଟବଲ ପାଠ୍ୟକ୍ରମ ସୋମବାର ଉଦ୍‌ଯାପିତ ହୋଇଛି। ବିଭିନ୍ନ ରାଜ୍ୟରୁ ୧୯ ଜଣ ପ୍ରଶିକ୍ଷାର୍ଥୀ ଏହି ପ୍ରାଠ୍ୟକ୍ରମ କାର୍ଯ୍ୟକ୍ରମରେ ଭାଗନେଇଥିଲେ। ଏଆଇଏଫ୍‌ଏଫ୍‌ ପ୍ରଶିକ୍ଷଣ ନିର୍ଦ୍ଦେଶକ ସାଭିଓ ମେଦେରା ତାଲିମ ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର