ସର୍ବଭାରତୀୟ ସୋଟୋକାନ୍‌ କରାଟେ

ଲି’ ମାର୍ସାଲ ଆର୍ଟକୁ ୪୭ ପଦକକଟକ,୧୩|୮(ଇମିସ): ତେଲେଙ୍ଗାନାର ଓ୍ଵାରାଙ୍ଗଲ୍‌ ଇଣ୍ଡୋର ଷ୍ଟାଡିୟମରେ ଶେଷ ହୋଇଥିବା ସର୍ବଭାରତୀୟ ସୋଟୋକାନ୍‌ କରାଟେ ପ୍ରତିଯୋଗିତାରେ ଓଡ଼ିଶାର ଲି’ ମାର୍ସାଲ୍‌ ଆର୍ଟ ସ୍କୁଲ୍‌ର ପ୍ରତିଯୋଗୀମାନେ ୪୭ ପଦକ ଜିତିଛନ୍ତି। କାତା ଓ କୁମିତେ ଇଭେଣ୍ଟରେ ପ୍ରତୀକ୍ଷା ଜେନା ଓ ଆର୍ଯ୍ୟ ଅମ୍ୟାଂଶୁ ନାୟକ ଦୁଇଟି ଲେଖାଏଁ ସ୍ୱର୍ଣ୍ଣ ପଦକ ପାଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଜି କିର୍ତ୍ତିରାଜ, ସ୍ନିଗ୍ଧାଦର୍ଶିନୀ ରାଉତରାୟ, ସାଇ ସ୍ରିତିକ ପାଢୀ, ସତ୍ୟଜିତ ରାଉତ, ଦିବ୍ୟାସା ସାହୁ, ସାଲୋନୀ ପାଢୀ, ଏମ୍‌ କୁସ୍ମାଞ୍ଜଳି ଡୋରା, ଏମ୍‌ ଶ୍ରୀନିବାସ ଡୋରା, ଶୁଭମ୍‌ ଜେନା, ସଂକ୍ଷିପ୍ତ ସଂଜୟ, ସ୍ମରଣୀକା ସାହୁ, ଅନିସ୍‌ କୁମାର ଦାଶ, ରାଜ୍‌ ରାଜେଶ୍ୱର ସ୍ୱାଇଁ, ହିମେଶ ପାଣି, ସିଦ୍ଧିସଂକଳ୍ପ ପାଢୀ, ଚିନ୍ମୟ ବିକାଶ ରଂଜନ ସାହୁ, ସାଇ ସ୍ୱରୂପ, ଦୀପକ ନାୟକ, ଓମ୍‌ ପ୍ରକାଶ ଭଞ୍ଜ, ସ୍ୱୟଂପ୍ରକାଶ ଭଞ୍ଜ, କୁନାଲ ବିଶ୍ୱାଳ, ଦୀପ୍ତିରଂଜନ ପତି, ସୌମ୍ୟା ପ୍ରିୟଦର୍ଶିନୀ ରାଉତରାୟ, ଜି ଅମନ କୁମାର, ବିକାଶ କୁମାର ପଦକ ହାସଲ କରିଛନ୍ତି। ଓଡ଼ିଶା ଦଳର ପ୍ରଶିକ୍ଷକ ଭାବେ ରଶ୍ମିରଂଜନ ବଳ, ସତ୍ୟଜିତ ମାଇତି, ଶିବାନୀ ମାଇତି, ଭାରତୀ ମାଇତି, ଜ୍ୟୋର୍ତିମୟ ଜୀବନ ପଣ୍ଡା, ସୁନୀଲ ବୁଚ୍ଛା ତେଲେଙ୍ଗାନା ଗ୍ରସ୍ତ କରିଥିଲେ।

ସମ୍ବନ୍ଧିତ ଖବର