ମୁମ୍ବାଇ: ସଂପ୍ରତି ଲଣ୍ଡନ୍ରେ ଚାଲିଥିବା ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦର ବୈଠକରେ କୌଣସି ବିସିସିଆଇ ସଦସ୍ୟ ଯୋଗ ଦେଇପାରିବେନି। ଏହି ବୈଠକରେ ଯୋଗଦେବାକୁ ଭାରତ ପକ୍ଷରୁ ବିସିସିଆଇ କାର୍ଯ୍ୟକାରୀ ସମ୍ପାଦକ ଅମିତାଭ ଚୌଧୁରୀଙ୍କ ନାମ ସୁପାରିସ କରାଯାଇଥିଲା। ହେଲେ ତାଙ୍କ ନାମରେ ଥିବା ଏକ ପୁରୁଣା ମାମଲାର ତଦନ୍ତ ଚାଲିଥିବାରୁ ଝାଡ଼ଖଣ୍ଡର ଏକ ଅଦାଲତ ରାଞ୍ଚି ନଛାଡ଼ିବାକୁ ଅମିତାଭଙ୍କୁ ନିର୍ଦେଶ ଦେଇଛନ୍ତି।
Advertisment

Sambad is now on WhatsApp
Join and get latest news updates delivered to you via WhatsApp