ଦୂତି, ଅନୁରାଧା ଅତିଥି

0 132

ମଙ୍ଗଳବାରର ଦୁଇଟି ମ୍ୟାଚ୍‌ରେ ରାଜ୍ୟର ଦୁଇ ଅଲିମ୍ପିଆନ୍‌ ଧାବିକା ଦୂତି ଚାନ୍ଦ ଏବଂ ଅନୁରାଧା ବିଶ୍ୱାଳ ଅତିଥି ହୋଇଥିଲେ। ଅନୁରାଧା ଆର୍ଜେଣ୍ଟିନା-ସ୍ପେନ୍‌ ମ୍ୟାଚ୍‌ରେ ସ୍ୱତନ୍ତ୍ର ଅତିଥି ହୋଇ ଖେଳାଳିଙ୍କ ସହ ପରିଚିତ ହୋଇଥିଲେ। ସେହିଭଳି ବେଲ୍‌ଜିୟମ-ନେଦରଲାଣ୍ଡ୍‌ ମ୍ୟାଚ୍‌ରେ ଦୂତି ଅତିଥି ଭାବେ ପଡ଼ିଆ ଭିତରକୁ ଯାଇ ଖେଳାଳିଙ୍କ ସହ ପରିଚିତ ହୋଇଥିଲେ। ଉଭୟଙ୍କୁ କଳିଙ୍ଗ ଦର୍ଶକ ଜୋରଦାର କରତାଳି ଦେଇ ସ୍ୱାଗତ କରିଥିଲେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.