ଅରବିନ୍ଦ ସ୍ମାରକୀ କ୍ରିକେଟ୍‌ ଫାଇନାଲ୍ ଆଜି ପାରାମାଉଣ୍ଟ-ପ୍ରଗତି

ଭୁବନେଶ୍ବର: ସ୍ଥାନୀୟ ବିଜେବି ନଗର ପଡ଼ିଆରେ ଚାଲିଥିବା ଅରବିନ୍ଦ ସ୍ମାରକୀ ପାରାମାଉଣ୍ଟ୍ କପ୍‌ କନିଷ୍ଠ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍ ମ୍ୟାଚ୍‌ ବୁଧବାର ଖେଳାଯିବ। ଦୁଇ ଭୁବନେଶ୍ବର ଦଳ ଆୟୋଜକ ପାରାମାଉଣ୍ଟ୍ ସ୍ପୋର୍ଟିଂ ଏବଂ ପ୍ରଗତି ସ୍ପୋର୍ଟିଂ ମଧ୍ୟରେ ଏହା ଖେଳାଯିବ ବୋଲି ପାରାମାଉଣ୍ଟ୍ ସ୍ପୋର୍ଟିଂର ସମ୍ପାଦକ ଅଶୋକ କୁମାର ପାତ୍ର ଜଣାଇଛନ୍ତି।

ସମ୍ବନ୍ଧିତ ଖବର