ବ୍ୟାଟିଂ କିମ୍ବଦନ୍ତୀଙ୍କ ମିଳନ

ଚଳିତ ବିଶ୍ବକପ୍‌ରେ କିମ୍ବଦନ୍ତୀ ‌‌ଖେଳାଳିଙ୍କ ମିଳନ ପର୍ବ କିଛି ନୂଆ ନ ଥିଲେ ମଧ୍ୟ ମଙ୍ଗଳବାର ଏକ ନିଆରା ମୁହୂର୍ତ ନଜରକୁ ଆସିଥିଲା। ବ୍ୟାଟିଂ ଜଗତର ଦୁଇ ମହାରଥୀ ସୁନୀଲ ଗାଭାସ୍କର ଏବଂ ଆଲାନ ବର୍ଡରଙ୍କୁ ପଡିଆରୁ ଭାଷ୍ୟକାର ଭୂମିକାରେ ଦେଖିଥିଲେ ପ୍ରଶଂସକ। ପ୍ରଥମ ‌ଦୁଇ ଖେଳାଳି ଭାବେ ୧୦,୦୦୦ ଟେଷ୍ଟ୍ ରନ ପୂର୍ଣ୍ଣ କରିବା ଏବଂ ବିଶ୍ବକପ୍‌ ବିଜେତା ହେବାର ସଂଯୋଗ ବି ରହିଛି ଉଭୟଙ୍କ ନିକଟରେ।

ସମ୍ବନ୍ଧିତ ଖବର