ଭୁବନେଶ୍ୱର ବାସ୍କେଟ୍‌ବଲ୍‌ ଦଳ ଚୟନ ଆଜି

ଭୁବନେଶ୍ୱର: ରାଜ୍ୟ କନିଷ୍ଠ ବାସ୍କେଟ୍‌ବଲ୍‌ ପ୍ରତିଯୋଗିତା ଲାଗି ଭୁବନେଶ୍ୱର ଦଳ ଚୟନ କଳିଙ୍ଗ ଷ୍ଟାଡିୟମରେ ବୁଧବାର ସନ୍ଧ୍ୟା ୫ଟା ବେଳେ ଅନୁଷ୍ଠିତ ହେବ। ଇଛୁକ ଖେଳାଳିମାନେ ୯୪୩୭୩ ୮୯୬୪୬ (ରାଜେଶ ସିଂହ) କିମ୍ବା ୯୪୩୭୩ ୦୬୪୧୫ (ସ୍ମରିତା ସାମନ୍ତରାୟ)ଙ୍କୁ ଯୋଗାଯୋଗ କରିବା ଲାଗି ଅନୁରୋଧ କରାଯାଇଛି।

ସମ୍ବନ୍ଧିତ ଖବର