Sambad, Odisha Latest News, Breaking News Odisha, Odisha Current Headlines, Odisha News Online | Sambad.in

ଭୁବନେଶ୍ୱର ଓପନ୍‌ ଚେସ୍‌ ୧୩ରୁ

0 2

ଭୁବନେଶ୍ୱର: ଭୁବନେଶ୍ୱର ଚେସ୍‌ ସଂଘ ଆନୁକୂଲ୍ୟରେ ୩୧ତମ ଭୁବନେଶ୍ୱର ଚେସ୍‌ ପ୍ରତିଯୋଗିତା ଆସନ୍ତା ୧୩ ଏବଂ ୧୪ ତାରିଖ ଦୁଇ ଦିନ ଧରି ଅନୁଷ୍ଠିତ ହେବ। ଇଛୁକ ଖେଳାଳିମାନେ ସମ୍ପାଦକ ଅରାତି ବିଜୟ ମହାନ୍ତି (୯୪୩୭୭୬୩୮୦୪) ଏବଂ ନିର୍ଦେଶକ ଦେବାଶିଷ ପାଣିଗ୍ରାହୀ (୯୯୩୮୩ ୧୮୭୮୭)ଙ୍କୁ ୧୧ ତାରିଖ ମଧ୍ୟରେ ଯୋଗଯୋଗ କରିବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.

6 + three =