୧୭ ବର୍ଷରୁ କମ୍‌ ବ୍ରିକ୍ସ ବାଳିକା ଫୁଟ୍‌ବଲ୍‌ ପ୍ରତିଯୋଗିତା

୧୭ ବର୍ଷରୁ କମ୍‌ ବ୍ରିକ୍ସ ବାଳିକା ଫୁଟ୍‌ବଲ୍‌ ପ୍ରତିଯୋଗିତା ଲାଗି ଭାରତୀୟ ଦଳ ସହ ଦକ୍ଷିଣ ଆଫ୍ରିକା ଗସ୍ତ କରିଥିବା ପ୍ରଶିକ୍ଷିକା ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ଏବଂ ଓଡ଼ିଆ ଖେଳାଳି ଇଭା ପାନ୍ନା, ସୁସ୍ମିତା ତନ୍ତି, ଶାନ୍ତି ମୁର୍ମୁ ଏବଂ ବନ୍ୟା କବିରାଜ ଫେରିବା ପରେ ଭୁବନେଶ୍ୱର ବିମାନ ବନ୍ଦରରେ ଫାଓ ପକ୍ଷରୁ ଯୁଗ୍ମ ସମ୍ପାଦିକା ସଙ୍ଗୀତା ଶର୍ମା ସ୍ୱାଗତ କରୁଛନ୍ତି।

ସମ୍ବନ୍ଧିତ ଖବର