ପୂର୍ବାଞ୍ଚଳ ହ୍ୟାଣ୍ଡ୍‌ବଲ୍‌: ଓଡ଼ିଶାକୁ କାଂସ୍ୟ

ଭୁବନେଶ୍ୱର: ପଶ୍ଚିମବଙ୍ଗର ବର୍ଧମାନରେ ଚାଲିଥିବା ୨୨ତମ ସର୍ବଭାରତୀୟ ପୂର୍ବାଞ୍ଚଳ ହ୍ୟାଣ୍ଡ୍‌ବଲ୍‌ ପ୍ରତିଯୋଗିତାରେ ଓଡ଼ିଶା ମହିଳା ଦଳ କାଂସ୍ୟ ପଦକ ଜିତିବାରେ ସକ୍ଷମ ହୋଇଛି। ବିନା ପ୍ରଶିକ୍ଷଣ ଶିବିର ଓ ପ୍ରଶିକ୍ଷକରେ ବେଙ୍ଗଲ ଗସ୍ତ କରିଥିବା ପୁରୁଷ ଦଳ ନିରାଶ କରିଥିବାବେଳେ ମହିଳା ଦଳ ଓଡ଼ିଶାର ସମ୍ମାନ ରଖିବାରେ ସକ୍ଷମ ହୋଇଛି।

ସମ୍ବନ୍ଧିତ ଖବର