ପୂର୍ବାଞ୍ଚଳ ହ୍ୟାଣ୍ଡ୍‌ବଲ୍‌ ଲାଗି ଓଡ଼ିଶା ଦଳ

ଭୁବନେଶ୍ବର: ୨୩ତମ ପୂର୍ବାଞ୍ଚଳ ହ୍ୟାଣ୍ଡ୍‌ବଲ୍‌ ପ୍ରତିଯୋଗିତା ଲାଗି ମଙ୍ଗଳବାର ଉଭୟ ପୁରୁଷ ଓ ମହିଳା ଦଳ ଘୋଷିତ ହୋଇଛି। ଆସାମର ନାଲବାରିରେ ଚଳିତ ମାସ ୧୫ରୁ ୧୭ ତାରିଖ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିଲାଗି ଦଳ ମଙ୍ଗଳବାର‌ ସେଠାକୁ ଗସ୍ତ କରିଛି।
ପୁରୁଷ ଦଳ: ସନ୍ଦୀପ ପାତ୍ର, ବିଶ୍ବଜିତ ମହାପାତ୍ର, ଅସ୍ମିତ ରଂଜନ ଭଞ୍ଜ, ସିଦ୍ଧାର୍ଥ ଗୌତମ ନନ୍ଦ, ମାନସ କୁମାର ସାହୁ, ଅକ୍ଷୟ ଖଟୁଆ, ସ୍ବାଗତ କୁମାର ମହାପାତ୍ର, ଦିବ୍ୟରଂଜନ ପାତ୍ର, ଅନିଲ ଜେନା, ମନୋଜ କୁମାର ଜେନା, ବିକାଶ କୁମାର ସେଠୀ , ତ୍ରିନାଥ ‌ଭୋଇ, ସିପୁନ କୁମାର ପ୍ରଧାନ, ଅଶୁତୋଷ ନାୟକ, ପ୍ରକାଶ ଭୋଇ, ଆଶିଷ କୁମାର ଲେଙ୍କା, ଅଭିଜିତ ଆଶିଷ କୁମାର ଲେଙ୍କା। ରବୀନ୍ଦ୍ର ବାରିକ (ପ୍ରଶିକ୍ଷକ) ଏବଂ ସତ୍ୟଭୂଷଣ ପାଢ଼ୀ (ପ୍ରବନ୍ଧକ)।
ମହିଳା ଦଳ: ଅନୁସୂୟା ଦାସ, ସସ୍ମିତା ସାହୁ, ସିପ୍ରା ଲେଙ୍କା, ଦୁର୍ଗା ସେଠୀ, ମହାମାୟା ମହାନ୍ତି, ଜୟନ୍ତୀ ବିଶ୍ବାଳ, ମମତା ନାୟକ, କୁମ୍‌କୁମ୍‌ ମହାପାତ୍ର, ସସ୍ମିତା ପାଲ, ସ୍ବାଗତିକା ପ୍ରିୟଦର୍ଶିନୀ, ତନ୍ମୟୀ ରାଉଳ, ସ୍ନେହଲତା ବେହେରା, ସତ୍ୟପ୍ରଜ୍ଞା ମିଶ୍ର, ବ‌ର୍ଷା ପ୍ରିୟଦର୍ଶିନୀ। ଦୀପ୍ତିକାନ୍ତ ନାୟକ (ପ୍ରବନ୍ଧକ), ନିହାରିକା ପଣ୍ଡା (ପ୍ରଶିକ୍ଷିକା)।

ସମ୍ବନ୍ଧିତ ଖବର