ଗଗନେନ୍ଦୁଙ୍କୁ ସୁଯୋଗ

ଭୁବନେଶ୍ବର,: ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା ଲାଗି କିଟ୍ ଓ କିସ୍‌ର କ୍ରୀଡ଼ା ନିର୍ଦେଶକ ଡକ୍ଟର ଗଗନେନ୍ଦୁ ଦାଶଙ୍କୁ ଆମନ୍ତ୍ରିତ କରାଯାଇଛି। ଶ୍ରୀଛତ୍ରପତି ଶିବାଜୀ ସ୍ପୋର୍ଟସ କଂପ୍ଲେକ୍ସରେ ଆୟୋଜିତ ଉଦ୍‌ଘାଟନୀ ଉତ୍ସବରେ ସେ ସାମିଲ ହେବେ। କିଟ୍ ଓ କିସ୍‌ରେ ଥିବା ଖେଲୋ ଇଣ୍ଡିଆର ଦୌଡ଼କୁଦ ଏବଂ ଭାରୋତ୍ତୋଳନ ଏକାଡେମିର ଭାରପ୍ରାପ୍ତ ଅଧିକାରୀ ଭାବେ ଡକ୍ଟର ଦାଶ ଦାୟିତ୍ବ ତୁଲାଉଛନ୍ତି। ଶ୍ରୀ ଦାଶଙ୍କୁ କିଟ୍ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର