ଗୋଆର ପଞ୍ଚମ ବିଜୟ

0 7

ଗୋଆ: ଚଳିତ ଇଣ୍ଡିଆନ୍‌ ସୁପର ଲିଗ୍‌ (ଆଇଏସ୍‌ଏଲ୍‌) ଫୁଟ୍‌ବଲ୍‌ ପ୍ରତିଯୋଗିତାରେ ଗୋଆ ୯ ମ୍ୟାଚ୍‌ରୁ ପଞ୍ଚମ ବିଜୟ ପାଇଛି। ଗୁରୁବାର ଗୋଆର ଜବାହରଲାଲ ନେହୁର ଷ୍ଟାଡିୟମରେ ଖେଳା ଯାଇଥିବା ମ୍ୟାଚ୍‌ରେ ଗୋଆ ୨-୧ ଗୋଲ୍‌ରେ ଜାମସେଦପୁରକୁ ପରାସ୍ତ କରିଛି। ଗୋଆ ପକ୍ଷରୁ ମାନୁଏଲ୍‌ ଲାଞ୍ଜାରୋଟ୍‌ (୪୦, ୬୦ ମିନିଟ୍‌) ଦୁଇଟି ଗୋଲ୍‌ ଦେଇଥିଲା ବେଳେ ତ୍ରିନ୍‌ଦାଦେ ଗନ୍‌କାଲେଭ୍ସ (୫୪ ମିନିଟ୍‌) ଗୋଟିଏ ଗୋଲ୍‌ ଦେଇଥିଲା।

ସମ୍ବନ୍ଧିତ ଖବର

Leave A Reply

Your email address will not be published.