ଗୋପୀନାଥ ଚ୍ୟାଲେଞ୍ଜ୍‌ ଟ୍ରଫି: ସେମିରେ କ୍ରାଉନ୍‌

ଭୁବନେଶ୍ବର: ଭୁବନେଶ୍ବରର କ୍ରାଉନ୍‌ କ୍ଲବ୍‌ ଗୋପୀନାଥ ଚ୍ୟାଲେଞ୍ଜ ଟ୍ରଫି କ୍ରିକେଟ୍‌ ପ୍ରତିଯୋଗିତାର ସେମିଫାଇନାଲ୍‌ରେ ପ୍ରବେଶ କରିଛି। ‌ମଙ୍ଗଳବାର କ୍ବାର୍ଟର୍‌ ଫାଇନାଲ୍‌ରେ କ୍ରାଉନ୍‌ ଦଳ ୧୦ ୱିକେଟ୍‌ରେ ବିଶ୍ବଭାରତୀ ସ୍ପୋର୍ଟସ୍ କ୍ଲବ୍‌କୁ ପରାସ୍ତ କରିଥିଲା। ବିଶ୍ବଭାରତୀ ୨୨.୫ ଓଭରରେ ସମସ୍ତ ୱିକେଟ୍‌ ହରାଇ ୯୫ ରନ୍‌ କରିଥିଲା। ଜବାବରେ ଓମ୍‌ ଆର୍ଯ୍ୟ (୫୧*, ୩୨ ବଲ୍‌) ଏବଂ କିଷନ ରଥ (୩୪ ରନ୍‌) ଅପରାଜିତ ରହି କ୍ରାଉନ୍‌ ଦଳକୁ ୧୨.୧ ଓଭରରେ ବିଜୟ ଭେଟି ଦେଇଥିଲେ।

ସମ୍ବନ୍ଧିତ ଖବର