ମାଲେସିଆରେ ହକି ବିଶ୍ୱକପ୍‌ର ପ୍ରଚାର କଲେ ଓଡ଼ିଆ କ୍ରୀଡ଼ାପ୍ରେମୀ

ଭୁବନେଶ୍ୱର: ଓଡ଼ିଶା ସରକାର ପୁରୁଷ ହକି ବିଶ୍ୱକପ୍‌ ପ୍ରଚାର ପ୍ରାସର ଲାଗି ଭୁବନେଶ୍ୱରରେ ୩୬୦ ଦିନିଆ ଅଭିଯାନ ଆରମ୍ଭ କରିଥିଲା। ମାଲେସିଆରେ ଏହି ଅଭିଯାନ ଆରମ୍ଭ କରିଛନ୍ତି କିଛି ଓଡ଼ିଆ ପ୍ରେମୀ। ଓଡ଼ିଶା କାଟରର୍‌ ଏବଂ ଟେଣ୍ଟ୍‌ ହାଉସ୍‌ ସଂଘ ନିଜ ସମ୍ବଳରେ ଭୁବନେଶ୍ୱରରେ ଆୟୋଜିତ ଏହି ବିଶ୍ୱକପ୍‌ର ପ୍ରସାର ପାଇଁ ମାଲେସିଆର ବିଭିନ୍ନ ସ୍ଥାନରେ ଦୁଇ ଦିନିଆ କାର୍ଯ୍ୟକ୍ରମ କରିଥଲା। ଏହାକୁ ସଂଘର ସଦସ୍ୟ ବିନୟ ଭୂଷଣ ପଟ୍ଟନାୟକ ଏବଂ ଗୁରୁ ଚରଣ ଦାସ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର