ଇଣ୍ଟରପୋଲ୍‌ ସହ ହାତ ମିଳାଇଲା ଆଇସିସି

ଦୁବାଇ: କ୍ରିକେଟ୍‌ରେ ହେଉଥିବା ଦୁର୍ନୀତିକୁ ରୋକିବା ଲାଗି ଇଣ୍ଟରପୋଲ ସହ ହାତ ମିଳାଇଛି ଆଇସିସି। ଉଭୟ ସଂସ୍ଥା ମିଳିତ ଭାବେ କାର୍ଯ୍ୟ କରିବା ଲାଗି ଆଇସିସି ଦୁର୍ନୀତି ନିବାରଣ ବିଭାଗର ମହାପ୍ରବନ୍ଧକ ଆଲେକ୍ସ ମାର୍ସାଲ ନିକଟରେ ଲିୟନଠାରେ ଇଣ୍ଟରପୋଲ୍ ଅଧିକାରୀଙ୍କୁ ଭେଟିଥିଲେ। ଫଳରେ ବିଶ୍ବର ଅନ୍ୟୁନ ୧୯୪ ଦେଶରେ କ୍ରିକେଟ୍ ଦୁର୍ନୀତି ଉପରେ ଆଇସିସି ନଜର ରଖି ପାରିବ ବୋଲି ଆଶା ରଖିଛି।

ସମ୍ବନ୍ଧିତ ଖବର