ଭୁବନେଶ୍ୱର : ଏସିଆଡ୍ ପୁରୁଷ ହକିରେ କାଂସ୍ୟ ପଦକ ଜିତିଥିବା ଦୁଇ ଓଡ଼ିଆ ଖେଳାଳି ବୀରେନ୍ଦ୍ର ଲାକ୍ରା ଏବଂ ଅମିତ ରୋହି ଦାସଙ୍କୁ ରାଜ୍ୟ ସରକାର ୫୦ଲକ୍ଷ ଟଙ୍କା ଲେଖାଏଁ ଦେବେ। ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଭୟଙ୍କୁ ଅଭିନନ୍ଦନ ଜଣାଇବା ସହ ସଂଶୋଧିତ ନୀତି ଅନୁଯାୟୀ ଉପରୋକ୍ତ ରାଶି ଘୋଷଣା କରିଛନ୍ତି।
ହକି ଖେଳାଳିଙ୍କୁ ୫୦ଲକ୍ଷ
/sambad/media/post_attachments/wp-content/uploads/2018/09/hokey.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)