ହକି ଖେଳାଳିଙ୍କୁ ୫୦ଲକ୍ଷ

0 88

ଭୁବନେଶ୍ୱର : ଏସିଆଡ୍‌ ପୁରୁଷ ହକିରେ କାଂସ୍ୟ ପଦକ ଜିତିଥିବା ଦୁଇ ଓଡ଼ିଆ ଖେଳାଳି ବୀରେନ୍ଦ୍ର ଲାକ୍ରା ଏବଂ ଅମିତ ରୋହି ଦାସଙ୍କୁ ରାଜ୍ୟ ସରକାର ୫୦ଲକ୍ଷ ଟଙ୍କା ଲେଖାଏଁ ଦେବେ। ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଭୟଙ୍କୁ ଅଭିନନ୍ଦନ ଜଣାଇବା ସହ ସଂଶୋଧିତ ନୀତି ଅନୁଯାୟୀ ଉପରୋକ୍ତ ରାଶି ଘୋଷଣା କରିଛନ୍ତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.