ଇଣ୍ଡୋନେସିଆ ଏଆର୍‌ସିସିରେ ଆଇଏଚ୍‌ଆର୍‌ଆଇକୁ ୧୬ ପଏଣ୍ଟ

ଭୁବ‌େନଶ୍ବର: ଏସୀୟ ରୋଡ୍ ‌େରସିଂ ପ୍ରତିଯୋଗିତା (ଏଆରସିସି)ର ଇଣ୍ଡୋନେସିଆ ପର୍ଯ୍ୟାୟରେ ଇଦେମିତସୁ ‌େହାଣ୍ଡା ରେସିଂ ଇଣ୍ଡିଆ (ଆଇଏଚ୍‌ଆରଆଇ)କୁ ୧୬ ପଏଣ୍ଟ ମିଳିଛି। ଏହି ପ୍ରଦର୍ଶନ ପରେ ଏସଏସ୍ ୬୦୦ ବର୍ଗରେ ଆଇଏଚ୍‌ଆରଆଇ ସପ୍ତମ ଓ ଏପି ୨୫୦ରେ ପଞ୍ଚଦଶ ସ୍ଥାନରେ ରହିଛି। ଏସଏସ୍ ୬୦୦ ୨୦ ବର୍ଷୀୟ ତାଇଗା ହାଦା ଏକାକି ୧୬ ପଏଣ୍ଟ ଅର୍ଜନ କରିଥିଲେ। ଏପି ୨୫୦ରେ ରାଜୀବ ସେଟ୍ଟୀ ଓ ଆନିସ ବ୍ୟକ୍ତିଗତ ଶ୍ରେଷ୍ଠ ଲ୍ୟାପ୍ ଟାଇମିଂ ପାଇଥିଲେ।

ସମ୍ବନ୍ଧିତ ଖବର