ଆଇପିଏଲ୍‌ ୧୨: ଟସ୍‌ ଜିଣି ଦିଲ୍ଲୀର ବୋଲିଂ ନିଷ୍ପତ୍ତି, ବେଙ୍ଗାଲୁରୁର ବ୍ୟାଟିଂ ଜାରି

ବେଙ୍ଗାଲୁରୁ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦ତମ ମ୍ୟାଚ୍‌ରେ ରବିବାର ଟସ୍‌ ଜିଣି ଦିଲ୍ଲୀ କ୍ୟାପିଟାଲସ୍‌ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ଘରୋଇ ପଡ଼ିଆରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବ୍ୟାଟିଂ ଜାରି ରଖିଛି। ରିପୋର୍ଟ ଲେଖାଯିବା ବେଳକୁ ୪ ଓଭର ଶେଷରେ ସ୍କୋର ଗୋଟିଏ ଓ୍ଵିକେଟ୍‌ରେ ୨୬ ରନ୍‌ ହୋଇଛି।

ସମ୍ବନ୍ଧିତ ଖବର