ଆଇପିଏଲ୍‌ରେ ହ୍ୟାଟ୍ରିକ୍‌: କରନ୍‌ ପଞ୍ଚଦଶ ବୋଲର

ବୋଲର ଦଳ ପ୍ରତିପକ୍ଷ ବର୍ଷ
ଲକ୍ଷ୍ମୀପତି ବାଲାଜୀ ଚେନ୍ନାଇ ସୁପର କିଙ୍ଗ୍‌ସ କିଙ୍ଗ୍‌ସ ଇଲେଭେନ୍‌ ପଞ୍ଜାବ ୨୦୦୮
ଅମିତ୍‌ ମିଶ୍ରା ଦିଲ୍ଲୀ ଡେୟାର ଡେଭିଲ୍‌ସ ଡେକାନ୍‌ ଚାର୍ଜର୍ସ ୨୦୦୮
ମାଖୟା ଏନ୍‌ଟିନି ଚେନ୍ନାଇ ସୁପର କିଙ୍ଗ୍‌ସ କୋଲ୍‌କାତା ନାଇଟ୍‌ ରାଇଡର୍ସ ୨୦୦୮
ଯୁବରାଜ ସିଂହ କିଙ୍ଗ୍‌ସ ଇଲେଭେନ୍‌ ପଞ୍ଜାବ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୨୦୦୯
ରୋହିତ ଶର୍ମା ଡେକାନ୍‌ ଚାର୍ଜର୍ସ ମୁମ୍ବାଇ ଇଣ୍ଡିଆନ୍‌ସ ୨୦୦୯
ଯୁବରାଜ ସିଂହ କିଙ୍ଗ୍‌ସ ଇଲେଭେନ୍‌ ପଞ୍ଜାବ ଡେକାନ୍‌ ଚାର୍ଜର୍ସ ୨୦୦୯
ପ୍ରବୀଣ କୁମାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ରାଜସ୍ଥାନ ରୟାଲ୍‌ସ ୨୦୧୦
ଅମିତ ମିଶ୍ରା ଡେକାନ୍‌ ଚାର୍ଜର୍ସ କିଙ୍ଗ୍‌ସ ଇଲେଭେନ୍‌ ପଞ୍ଜାବ ୨୦୧୧
ଅଜିତ ଚାନ୍ଦିଲା ରାଜସ୍ଥାନ ରୟାଲ୍‌ସ ପୁନେ ୱାରିୟର୍ସ ଇଣ୍ଡିଆ ୨୦୧୨
ସୁନୀଲ ନରିନ୍‌ କୋଲ୍‌କାତା ନାଇଟ୍‌ ରାଇଡର୍ସ କିଙ୍ଗ୍‌ସ ଇଲେଭେନ୍‌ ପଞ୍ଜାବ ୨୦୧୩
ଅମିତ ମିଶ୍ର ସନ୍‌ ରାଇଜର୍ସ ହାଇଦ୍ରାବାଦ ପୁନେ ୱାରିୟର୍ସ ଇଣ୍ଡିଆ ୨୦୧୩
ପ୍ରବୀଣ ତାମ୍ବେ ରାଜସ୍ଥାନ ରୟାଲ୍‌ସ କୋଲ୍‌କାତା ନାଇଟ୍‌ ରାଇଡର୍ସ ୨୦୧୪
ସେନ୍‌ ୱାଟ୍‌ସନ୍‌ ରାଜସ୍ଥାନ ରୟାଲ୍‌ସ ସନ୍‌ ରାଇଜର୍ସ ହାଇଦ୍ରାବାଦ ୨୦୧୪
ଅକ୍ଷର ପଟେଲ କିଙ୍ଗ୍‌ସ ଇଲେଭେନ୍‌ ପଞ୍ଜାବ ଗଚଜରାଟ ଲାୟନ୍‌ସ ୨୦୧୬
ସାମୁଏଲ୍‌ ବଦ୍ରି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମୁମ୍ବାଇ ଇଣ୍ଡିଆନ୍‌ସ ୨୦୧୭
ଆଣ୍ଡ୍ରିଉ ଟାଇ ଗୁଜରାଟ ଲାୟନ୍‌ସ ରାଇଜିଂ ପୁନେ ସୁପରଜ୍ୟାଣ୍ଟ୍‌ସ ୨୦୧୭
ଜୟଦେବ ଉନାଦ୍‌କଟ୍‌ ରାଇଜିଂ ପୁନେ ସୁପରଜ୍ୟାଣ୍ଟ୍‌ସ ସନ୍‌ ରାଇଜର୍ସ ହାଇଦ୍ରାବାଦ ୨୦୧୭
ସାମ୍‌ କରନ୍‌ କିଙ୍ଗ୍‌ସ ଇଲେଭେନ୍‌ ପଞ୍ଜାବ ଦିଲ୍ଲୀ କ୍ୟାପିଟାଲ୍‌ସ ୨୦୧୯

ସମ୍ବନ୍ଧିତ ଖବର