ଦୂରଦର୍ଶନରେ ଆଇପିଏଲ୍‌

ମୁମ୍ବାଇ: ଆଉ ଦୁଇ ଦିନ ପରେ ଆରମ୍ଭ ହେବାକୁ ଯାଉଥିବା ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ସମସ୍ତ ମ୍ୟାଚ୍‌ ଚଳିତ ବର୍ଷ ଦୂରଦର୍ଶନ ପ୍ରସାରଣ କରିବ। ତେବେ ଆସନ୍ତା ୭ ତାରିଖରୁ ଆରମ୍ଭ ହେଉଥିବା ଏହି ପ୍ରତିଯୋଗିତାର ମ୍ୟାଚ୍‌ଗୁଡ଼ିକ ଦୂରଦର୍ଶନରେ ଗୋଟିଏ ଘଣ୍ଟା ବିଳମ୍ବରେ ପ୍ରସାରିତ ହେବ। ଷ୍ଟାର୍‌ ଇଣ୍ଡିଆ ଆଇପିଏଲ୍‌ର ପ୍ରସାରଣ ଅଧିକାର ପାଇଥିବାରୁ ଦୂରଦର୍ଶନ ବିଳମ୍ବରେ ମ୍ୟାଚ୍‌ ପ୍ରସାରଣ କରିବାକୁ ବାଧ୍ୟ ହୋଇଛି।

ସମ୍ବନ୍ଧିତ ଖବର