ଜାପାନୀ ଖେଳାଳି ଆକର୍ଷଣ

ଜାତୀୟ ଓପନ୍‌ ଆଥ୍‌ଲେଟିକ୍ସର ଚଳିତ ବର୍ଷ ସଂସ୍କରଣରେ ଜାପାନର ତିନି ଜଣ ଖେଳାଳି ଅଂଶ ଗ୍ରହଣ କରିବେ। ସେମାନେ ଏବର୍ଷର ପ୍ରମୁଖ ଆକର୍ଷଣ ହେବେ। ଅନେକ ବିଶ୍ୱସ୍ତରୀୟ ପ୍ରତିଯୋଗୀ ଏଥିରେ ଅଂଶଗ୍ରହଣ କରୁଥିବାରୁ ସେମାନଙ୍କଠାରୁ ଶିକ୍ଷାଲାଭ କରିବା ଲାଗି ଏହି ତିନି ଜଣ ଖେଳାଳି ଭାରତ ଆସି ଏଥରର ଜାତୀୟ ଓପନ୍‌ ଆଥଲେଟିକ୍ସରେ ଅଂଶ ଗ୍ରହଣ କରିବାକୁ ଆଗ୍ରହ ଦେଖାଇଛନ୍ତି। ଏହି ତିନି ଖେଳାଳିଙ୍କ ନାମ ହେଉଛି ହିତୋମି ସିମୁରା (ମହିଳା ୧୦୦ ମିଟର ବାଧାଦୌଡ଼), ସୟାକା ଆକୋଇ (ମହିଳା ୪୦୦ ମିଟର ବାଧାଦୌଡ଼) ଓ ତାକେଇସି କୋନୋମି (ମହିଳା ୪୦୦ ମିଟର)।

ସମ୍ବନ୍ଧିତ ଖବର