ଜୋହର କପ୍‌: ଭାରତର ତୃତୀୟ ବିଜୟ

ଭୁବନେଶ୍ବର: ମାଲେସିଆର ଜୋହର ବାହରୁଠାରେ ଚାଲିଥିବା ଜୋହର କପ୍ କନିଷ୍ଠ ହକି ପ୍ରତିଯୋଗିତାରେ ଭାରତ ଲଗାତାର ତୃତୀୟ ବିଜୟ ପାଇଛି। ଭାରତ ମଙ୍ଗଳବାର ଜାପାନ୍‌କୁ ୧-୦ରେ ପରାସ୍ତ କରିଛି। ଭାରତ ପକ୍ଷରୁ ଅଧିନାୟକ ମନଦୀପ ମୋର (୪୨ ମିନିଟ୍‌) ଏହି ବିଜୟୀ ଗୋଲ୍‌ଟି ଦେଇଥିଲେ। ଗତ ସଂସ୍କରଣ କାଂସ୍ୟ ବିଜେତା ଭାରତ ବୁଧବାର ପୂର୍ବ ବିଜେତା ଅଷ୍ଟ୍ରେଲିଆ ସହ ଖେଳିବ।

ସମ୍ବନ୍ଧିତ ଖବର