ଟିଟି ସେମିରେ ପୁରୁଷ ଦଳ

ଟେବୁଲ ଟେନିସ୍‌ ସେମିଫାଇନାଲ୍‌ରେ ଭାରତୀୟ ପୁରୁଷ ଦଳ ସ୍ଥାନ ପକ୍କା କରିଛି। ସୋମବାର କ୍ୱାର୍ଟର୍‌ ଫାଇନାଲ୍‌ରେ ୩-୧ରେ ଜାପାନ୍‌କୁ ପରାସ୍ତ କରିଥିଲେ। ଏହି ବିଜୟ ସହ ଭାରତ ଟିଟିରୁ ଏକ ପଦକ ନିଶ୍ଚିତ କରିଛି। ତେବେ ମହିଳା ଦଳ ୧-୩ରେ ହଂକଂଠୁ ହାରି ବିଦାୟ ନେଇଥିଲା।

ସମ୍ବନ୍ଧିତ ଖବର