ମାଞ୍ଚେଷ୍ଟର୍‌ ସିଟି ଜିତିଲା ଲିଗ୍‌ କପ୍‌

ଲଣ୍ଡନ୍‌: ଆର୍ସେନଲ୍‌କୁ ୩-୦ ଗୋଲ୍‌ରେ ପରାସ୍ତ କରି ମାଞ୍ଚେଷ୍ଟର୍‌ ସିଟି ପଞ୍ଚମ ଥର ପାଇଁ ଲିଗ୍‌ କପ୍‌ ହାସଲ୍‌ କରିଛି। ସର୍ବାଧିକ ଥର ଏହି ଟ୍ରଫି ଜିତିବାରେ ମାଞ୍ଚେଷ୍ଟର୍‌ ୟୁନାଇଟେଡ୍‌ ଦ୍ୱିତୀୟ ସ୍ଥାନରେ ରହିଛି। କେବଳ ଲିଭରପୁଲ୍‌ ଏହାଠୁ ଅଧିକ ଜିତିଛି। ସୋମବାର େଓ୍ଵମ୍ବର୍ଲିରେ ଅନୁଷ୍ଠିତ ମ୍ୟାଚ୍‌ରେ ମାଞ୍ଚେଷ୍ଟର୍‌ ପାଇଁ ଦଳର ୩ ବରିଷ୍ଠ ଖେଳାଳି ସର୍ଜିଓ ଆଗୁଏରୋ, ଭିନ୍‌ସେଣ୍ଟ୍‌ କୋମ୍ପାନି ଏବଂ ଡେଭିଡ୍‌ ସିଲ୍‌ଭା ଗୋଲ୍‌ ଦେଇଥିଲେ।

ସମ୍ବନ୍ଧିତ ଖବର