ରିଆକ୍ଟ ମାଷ୍ଟର ଟ୍ରେନର୍‌ ଆତ୍ମସୁରକ୍ଷା ଶିବିର ଉଦ୍‌ଯାପିତ

ଭୁବନେଶ୍ୱର: ଉତ୍କଳ କରାଟେ ସ୍କୁଲ ଠାରେ ବୁଧବାର ରିଆକ୍ଟ ମାଷ୍ଟର ଟ୍ରେନର୍‌ ଆତ୍ମସୁରକ୍ଷା ଶିବିର ଉଦ୍‌ଯାପିତ ହୋଇ ଯାଇଛି। ଗତ ୬ ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ଶିବିରରେ ୨୩ ଜଣ ପ୍ରତିଯୋଗୀ କୃତକାର୍ଯ୍ୟ ହୋଇଛନ୍ତି। ଏହି ୧୦ ଦିନିଆ ଶିବିରରେ ଉତ୍କଳ କରାଟେ ସ୍କୁଲର ପ୍ରତିଷ୍ଠାତା ଡ. ହରିପ୍ରସାଦ ପଟ୍ଟନାୟକଙ୍କ ପ୍ରତକ୍ଷ୍ୟ ତତ୍ୱାବଧାନରେ ୪ ଜଣ ବିଶେଷଜ୍ଞ ଦିଲୀପ ଜେନା, ଅନୁପମା ସ୍ୱାଇଁ, କ୍ରିଷ୍ଣା ଶିକାରୀ ଓ ସୁସ୍ମିନି ପାଲଟାସିଂ ତାଲିମ ଦେଉଥିଲେ।

ଶିବିରରେ ମାନସ ରଂଜନ ସିଂହ, ଉମାକାନ୍ତ ଦାସ, ସୌମ୍ୟ ରଂଜନ ବେହେରା, ବନ୍ଦିତା ମହାରଣା, କୃଷ୍ଣଚନ୍ଦ୍ର ସାହୁ, ବାସୁଦେବ ସେଠୀ, ପ୍ରଦ୍ୟୁମ୍ନ କୁମାର ବିଶ୍ୱାଳ, ବିଘ୍ନେଶ୍ୱର ପିଡିଶିକା, ତପନ କୁମାର ମହାଳିକ, ରବି ତେଜା, ରାକେଶ ଦାସ, କୃତିମୟୀ ନାୟକ, ବିଘ୍ନେଶ୍ୱର ପ୍ରଧାନ, ଏସ. କ୍ରିଷ୍ଣା କସ୍ତୁରୀ, ସୁଦିପ୍ତୀ ସୁନନ୍ଦିତା ତ୍ରିପାଠୀ, ଗୋପାଳ ରାଓ, ରାଜେଶ ମହାପାତ୍ର ଓ ମଧୁପ୍ରିୟା ବାଇ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର