ଜାତୀୟ ଭଲିବଲ୍‌ ଶିବିରରେ ମୁକ୍ତି ବାର୍ଲା

କଟକ: ପୁନେର ବାଲେଓ୍ଵାଡି ସ୍ପୋର୍ଟସ କଂପ୍ଲେକ୍ସରେ ହେବାକୁ ଥିବା ୧୯ ବର୍ଷରୁ କମ୍‌ ଜାତୀୟ ମହିଳା ଭଲିବଲ୍‌ ଶିବିର ପାଇଁ ଓଡ଼ିଶାରୁ ଏକମାତ୍ର ଖେଳାଳି ଭାବେ ମୁକ୍ତି ବାର୍ଲା ମନୋନୀତ ହୋଇଛନ୍ତି। ଏହି ଶିବିର ମେ’ ୬ରୁ ଜୁନ୍‌ ୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଶିବିର ଚାଲିବା ପରେ ଏଠାରୁ ଭାରତୀୟ ଦଳ ସିଧାସଳଖ ଏସୀୟ ପ୍ରତିଯୋଗିତା ଖେଳିବାକୁ ଭିଏତ୍‌ନାମ ଗ୍ରସ୍ତ କରିବ। ଏସୀୟ ପ୍ରତିଯୋଗିିତା ଜୁନ୍‌ ୧୦ରୁ ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ।

ସମ୍ବନ୍ଧିତ ଖବର