Sambad, Odisha Latest News, Breaking News Odisha, Odisha Current Headlines, Odisha News Online | Sambad.in

ଜାତୀୟ କନିଷ୍ଠ ରୋଇଂ ଆଜିଠାରୁ

0 7

ଜଗତପୁରସ୍ଥିତ ଜଳକ୍ରୀଡ଼ା କେନ୍ଦ୍ରରେ ବୁଧବାର ଠାରୁ ଆରମ୍ଭ ହେଉଥିବା ୩୮ତମ ଜାତୀୟ କନିଷ୍ଠ ରୋଇଂ ପ୍ରତିଯୋଗିତା ପାଇଁ ଖେଳାଳିଙ୍କ ଅଭ୍ୟାସ। ଦ୍ରୋଣାଚାର୍ଯ୍ୟ ଜୋସ୍‌ ଜାକବ୍‌ଙ୍କ ସହ ଆଲୋଚନାରେ ବ୍ୟସ୍ତ ଖେଳାଳି । ପ୍ରତିଯୋଗିତାରେ ୨୫ରାଜ୍ୟରୁ ୫୦୦ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ ଅଂଶଗ୍ରହଣ କରିବେ। (ଫଟୋ: ସମ୍ବାଦ)

ସମ୍ବନ୍ଧିତ ଖବର

Leave A Reply

Your email address will not be published.

one × one =