ଜାତୀୟ ଉପକନିଷ୍ଠ ସିପକ୍‌ଟାକ୍ର: ଓଡ଼ିଶାକୁ ଦ୍ୱିମୁକୁଟ

ଭୁବନେଶ୍ୱର: କିଟ୍‌ ପରିସରରେ ଚାଲିଥିବା ୨୧ତମ ଜାତୀୟ ଉପକନିଷ୍ଠ ସିପକ୍‌ଟାକ୍ରର ଦଳଗତ ବର୍ଗରେ ଓଡ଼ିଶାକୁ ଦ୍ୱିମୁକୁଟ ମିଳିଛି। ଓଡ଼ିଶାର ଉଭୟ ବାଳକ ଓ ବାଳିକା ଦଳ ଟ୍ରଫି କରାୟତ କରିଛନ୍ତି। ବାଳକ ଫାଇନାଲ୍‌ରେ ଓଡ଼ିଶା ୨-୧ରେ ତାମିଲନାଡ଼ୁକୁ ଏବଂ ବାଳକ ଦଳ ୨-୧ରେ ମଣିପୁରକୁ ପରାସ୍ତ କରିଥିଲା। କିସ୍‌ର ୫ ବାଳିକା ଏବଂ ୪ ବାଳକ ସ୍ଥାନ ଓଡ଼ିଶାକୁ ବିଜେତା କରାଇବାରେ ପ୍ରମୁଖ ଭୂମିକା ତୁଲାଇଥିଲେ।

ସମ୍ବନ୍ଧିତ ଖବର