ଜାତୀୟ ବାଳିକା ଫୁଟବଲ୍‌:ମହାରାଷ୍ଟ୍ରର ବୃହତ୍‌ ବିଜୟ

କଟକ: ଜାତୀୟ ଉପ କନିଷ୍ଠ ବାଳିକା ଫୁଟବଲ୍‌ ପ୍ରତିଯୋଗିତାର ଦ୍ୱିତୀୟ ଦିନରେ ମହାରାଷ୍ଟ୍ର ବୃହତ୍‌ ବିଜୟ ହାସଲ କରିଛି। ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ମହାରାଷ୍ଟ୍ର ୧୮-୦ ଗୋଲରେ ପଣ୍ଡିଚେରୀକୁ ହରାଇଛି। ଏହି ପଡ଼ିଆରେ ଖେଳାଯାଇଥିବା ଅନ୍ୟଏକ ମ୍ୟାଚରେ ବିହାର ୧୧-୨ ଗୋଲରେ ଆନ୍ଧ୍ରପ୍ରଦେଶକୁ ପରାସ୍ତ କରିଛି। ରେଭେନ୍ସା ବିଶ୍ୱବିଦ୍ୟାଳୟ ପଡ଼ିଆରେ କେରଳ ୪-୧ ଗୋଲରେ ପଞ୍ଜାବକୁ ଓ ଗୁଜୁରାଟ ୫-୨ ଗୋଲରେ ଉତ୍ତରପ୍ରଦେଶକୁ ହରାଇଛି।

ସମ୍ବନ୍ଧିତ ଖବର