ଜାତୀୟ ମହିଳା ହକି ଶିବିରରେ ଓଡ଼ିଶାରୁ ୭

ଭୁବନେଶ୍ୱର: ଜାତୀୟ ମହିଳା ହକି ଶିବିରରେ ଓଡ଼ିଶାରୁ ୭ ଜଣଙ୍କୁ ସ୍ଥାନ ମିଳିଛି। ଆସନ୍ତା ମାସ ୧ରୁ ୨୭ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଶିବିରରେ ୪୮ ଖେଳାଳିଙ୍କ ସହ ୧୨ ପ୍ରଶିକ୍ଷକ ଯୋଗଦେବେ। ବେଙ୍ଗାଲୁରୁ ସ୍ଥିତ ସାଇ ଏକାଡେମିରେ ଏହି ଶିିିବିର ଅନୁଷ୍ଠିତ ହେବ। ଓଡ଼ିଶାର ଖେଳାଳିମାନେ ହେଲେ ଦୀପଗ୍ରେସ୍‌ ଏକ୍କା, ସୁନିତା ଲାକ୍ରା, ରଶ୍ମିତା ମିଞ୍ଜ, ଲଲିମା ମିଞ୍ଜ, ନମିତା ଟପ୍ପୋ, ଅନୂପା ବାର୍ଲା ଏବଂ ବିରାଜନୀ ଏକ୍କା।

ସମ୍ବନ୍ଧିତ ଖବର