ବିଜିସିରେ ନେଦରଲାଣ୍ଡ ଦଳ

ନେଦରଲାଣ୍ଡ ହକି ଦଳ ସୋମବାର ଭୁ‌ବନେଶ୍ବର ଗଲ୍ଫ୍‌ କୋର୍ସ (ବିଜିସି) ଭ୍ରମଣରେ ଯାଇଥିଲା। ସେଠାରେ ଏହି ଦଳର ଖେଳାଳିମାନେ ଆଜି ଗୋଟିଏ ରାଉଣ୍ଡ ଗଲ୍ଫ ଖେଳିଥିଲେ। ଖେଳାଳିମାନେ କ୍ଲବର ସଂପାଦକ ତପନ କୁମାର ମହାନ୍ତି ଏବଂ ଅନ୍ୟାନ୍ୟ କର୍ମକର୍ତାଙ୍କ ସହ ଖୁସି‌ରେ ଫଟୋ ଉଠାଇଥିଲେ। ‌ଏହି ଅବସରରେ ସେମାନେ କ୍ଲବର ପରିଦର୍ଶକ ପୁସ୍ତକରେ ନିଜ ଅଭିଜ୍ଞତାକୁ ଲିପିବଦ୍ଧ କରିଥିଲେ

ସମ୍ବନ୍ଧିତ ଖବର