ନରେଓ୍ଵ ଚେସ୍‌: ଆରୋନିଆନ୍‌ଙ୍କ ସହ ପଏଣ୍ଟ୍‌ ବାଣ୍ଟିଲେ ଆନନ୍ଦ

ଷ୍ଟାଭାଞ୍ଜର (ନରେଓ୍ଵ): ବିଶ୍ୱ ରାପିଡ୍‌ ବିଜେତା ଭାରତୀୟ ତାରକା ବିଶ୍ୱନାଥନ୍‌ ଆନନ୍ଦ ଅଲ୍‌ଟିବକ୍ସ ନରେଓ୍ଵ ଚେସ୍‌ ପ୍ରତିଯୋଗିତାରେ ଅମୀମାଂସିତରୁ ଅଭିଯାନ ଆରମ୍ଭ କରିିଛନ୍ତି। ଆନନ୍ଦ ମଙ୍ଗଳବାର ପ୍ରଥମ ରାଉଣ୍ଡ୍‌ ମୁକାବିଲାରେ ଅର୍ମେନିଆର ଲେଭନ ଆରୋନିଆନ୍‌ଙ୍କ ସହ ଅମୀମାଂସିତ ରଖି ପଏଣ୍ଟ୍‌ ବାଣ୍ଟି ନେଇଛନ୍ତି। କେବଳ ନରେଓ୍ଵର ମାଗନସ୍‌ କାର୍ଲସନ୍‌ ଆମେରିକାରର ଫାବିନୋ କାରୁନୋଙ୍କୁ ହରାଇ ପୂର୍ଣ୍ଣ ପଏଣ୍ଟ୍‌ ପାଇ ଶୀର୍ଷରେ ରହିଛନ୍ତି।

ସମ୍ବନ୍ଧିତ ଖବର