ଅନୁସନ୍ଧାନ କରୁଥିବା ବର୍ଗ

ଖେଳ

ଆଇପିଏଲର ଅବଶିଷ୍ଟ ମ୍ୟାଚ ଖେଳିବେ ନାହିଁ ଡେଭନ୍ କନୱେ

ନୂଆଦିଲ୍ଲୀ: ଆଇପିଏଲ ୨୦୨୪ରେ ଚେନ୍ନାଇ ସୁପର କିଙ୍ଗ୍ସକୁ ଏକ ବଡ଼ ଝଟକା ଲାଗିଛି | ବାସ୍ତବରେ ଦଳର ଓପନିଂ ବ୍ୟାଟ୍ସମ୍ୟାନ୍ ଡେଭନ୍ କନୱେ ଆଇପିଏଲ୍ ୨୦୨୪ରୁ ବାଦ ପଡିଛନ୍ତି | ତାଙ୍କ ସ୍ଥାନରେ ଇଂଲଣ୍ଡର ରିଚାର୍ଡ ଗ୍ଲିସନ୍ଙ୍କୁ ଦଳରେ ସାମିଲ କରାଯାଇଛି | ସିଏସକେ ଏପର୍ଯ୍ୟନ୍ତ ଖେଳାଯାଇଥିବା ୬ଟି…
ଅଧିକ ଖବର ଦେଖନ୍ତୁ...

ଗୁଜରାଟର ଶୋଚନୀୟ ପରାଜୟ

ଅହମଦାବାଦ: ଚଳିତ ଆଇପିଏଲ୍‌ରେ ବୁଧବାର ଗୁଜରାଟ ଟାଇଟନ୍ସ ଶୋଚନୀୟ ପରାଜୟ ବରଣ କରିଛି। ମାତ୍ର ୮୯ ରନ୍‌ରେ ଅଲଆଉଟ୍ ହେବା ପରେ ଦିଲ୍ଲୀ କ୍ୟାପିଟାଲ୍ସଠାରୁ ୬ ୱିକେଟ୍‌ରେ ପରାସ୍ତ ହୋଇଛି। ୯୦ ରନ୍‌ର ବିଜୟ ଲକ୍ଷ୍ୟକୁ ଦିଲ୍ଲୀ ମାତ୍ର ୮.୫ ଓଭରରେ ୪ ୱିକେଟ୍ ହରାଇ ହାସଲ କରିବା ସହ ନିଜ ରନ୍…
ଅଧିକ ଖବର ଦେଖନ୍ତୁ...

ସୁରେନ୍ଦ୍ର ଓଡ଼ିଶା ରଣଜୀ ଦଳର ମୁଖ୍ୟ ପ୍ରଶିକ୍ଷକ

ଭୁବନେଶ୍ବର: ପୂର୍ବତନ ଜାତୀୟ ଚୟନକର୍ତ୍ତା ତଥା ମହାରାଷ୍ଟ୍ର ରଣଜୀ ଦଳର ପୂର୍ବତନ ଅଧିନାୟକ ସୁରେନ୍ଦ୍ର ଭାବେ ଓଡ଼ିଶା ରଣଜୀ ଦଳର ନୂଆ ‌ମୁଖ୍ୟ ପ୍ରଶିକ୍ଷକ ନିଯୁକ୍ତ ହୋଇଛନ୍ତି। ଗତ ଋତୁରେ ଓଡ଼ିଶା ସହ ଯୋଗଦେଇଥିବା ଦୀନେଶ ମୋଙ୍ଗିଆଙ୍କ ପ୍ରଦର୍ଶନ ସନ୍ତୋଷଜନକ ନଥିଲା। ଏଥିସହ ଶୃଙ୍ଖଳାଗତ…
ଅଧିକ ଖବର ଦେଖନ୍ତୁ...

ସିଲି ପଏଣ୍ଟ୍‌: ୟୁପିଏସ୍‌ସି ଟପ୍ପର ଅନନ୍ୟାଙ୍କ ପ୍ରେରଣା କୋହଲି

ନୂଆଦିଲ୍ଲୀ: ତେଲେଙ୍ଗାନାର ଡି. ଅନନ୍ୟା ରେଡ୍ଡୀ ୟୁପିଏସ୍‌ସି ପରୀକ୍ଷାରେ ତୃତୀୟ ସ୍ଥାନରେ ରହିଛନ୍ତି। ପ୍ରଥମ ପ୍ରଚେଷ୍ଟାରେ ସେ ଏତେବଡ଼ ସଫଳତା ପାଇପାରିଛନ୍ତି। ତେବେ ଏହି ସଫଳତା ପଛରେ ଭାରତୀୟ କ୍ରିକେଟର୍‌ ବିରାଟ କୋହଲିଙ୍କ ବଡ଼ ହାତ ରହିଥିବା ସେ କହିଛନ୍ତି। କ୍ରିକେଟ୍‌ର ଏହି କିଂବଦନ୍ତି…
ଅଧିକ ଖବର ଦେଖନ୍ତୁ...

ପ୍ୟାରିସ୍‌ ଅଲିମ୍ପିକ୍ସର ୧୦୦ ଦିନିଆ ଅବଗଣନା: ବିଶ୍ବବାସୀଙ୍କୁ ସ୍ବାଗତ କରିବାକୁ ଫ୍ରାନ୍ସ ପ୍ରସ୍ତୁତ

ପ୍ୟାରିସ୍, ୧୭/୪: ଦିନକ ପୂର୍ବରୁ ଗ୍ରିସ୍‌ର ପୁରାତନ ଅଲିମ୍ପିଆ ସହରରେ ମଶାଲ ପ୍ରଜ୍ଜ୍ବଳନ ହେବା ସହ ପ୍ୟାରିସ୍‌ ଅଲିମ୍ପିକ୍ସର ୧୦୦ ଦିନିଆ ଅବଗଣନା ବୁଧବାରଠାରୁ ଆରମ୍ଭ ହୋଇଛି। ସାରା ବିଶ୍ବରେ ଏଥିଲାଗି ଉତ୍ସାହ ଓ ଉଲ୍ଲାସର ପରିବେଶ ସୃଷ୍ଟି ହୋଇଛି। ଜୁଲାଇ ୨୬ ତାରିଖ‌ରେ ହେବାକୁ ଥିବା…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ : ଗୁଜରାଟକୁ ୬ ଓ୍ବିକେଟରେ ପରାସ୍ତ କଲା ଦିଲ୍ଲୀ, ୯୦ ରନ ଲକ୍ଷ୍ୟକୁ ୮.୫ ଓଭରରେ ହାସଲ କଲା

ଅହମଦାବାଦ: ଅହମଦାବାଦଠାରେ ଖେଳାଯାଇଥିବା ଆଇପିଏଲ-୨୦୨୪ର ୩୨ତମ ମ୍ୟାଚରେ ଗୁଜରାଟକୁ ୬ ଓ୍ବିକେଟରେ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ବିଜୟ ପାଇଁ ଗୁଜରାଟ ପକ୍ଷରୁ ରଖାଯାଇଥିବା ୯୦ରନର ଟାର୍ଗେଟକୁ ଦିଲ୍ଲୀ ୮.୫ ତମ ଓଭରରେ ହାସଲ କରିନେଇଥିଲା । ଦଳ ପକ୍ଷରୁ ଜେକ୍ ଫ୍ରେସର ମାକଗର୍କ ୨୦ ରନ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ : ଗୁଜରାଟ ମାତ୍ର ୮୯ ରନରେ ଅଲଆଉଟ୍, ଦିଲ୍ଲୀ ଆଗରେ ୯୦ ରନର ଲକ୍ଷ୍ୟ

ଅହମଦାବାଦ: ଆଇପିଏଲରେ ଲଜ୍ଜାଜନକ ପ୍ରଦର୍ଶନ କରିଛି ଗୁଜରାଟ ଟାଇଟନ୍ସ । ଦଳ ମାତ୍ର ୮୯ ରନରେ ଅଲଆଉଟ୍ ହୋଇଯାଇଛି। ଏହାକୁ ଆଇପିଏଲ ଇତିହାସରେ ଗୁଜରାଟର ସବୁଠାରୁ କମ ସ୍କୋର କୁହାଯାଉଛି । ଏହା ଫଳରେ ଦିଲ୍ଲୀ କ୍ୟାପିଟାଲ୍ସ ଆଗରେ ୯୦ ରନର ଲକ୍ଷ୍ୟ ରହିଛି । ଏହି ମ୍ୟାଚରେ ଦିଲ୍ଲୀ…
ଅଧିକ ଖବର ଦେଖନ୍ତୁ...

କଟକରେ ଜାତୀୟ ଟିଟି ପ୍ରଶିକ୍ଷଣ ଶିବିର: ୧୦ ରାଜ୍ୟ‌ର ଖେଳାଳି ସାମିଲ, ଓଡ଼ିଶା କ୍ରୀଡ଼ା ଭିତ୍ତିଭୂମିକୁ ପ୍ରଶଂସା

କଟକ: ରାଜ୍ୟ କ୍ରୀଡ଼ା ବିଭାଗ ସହାୟତାରେ ଓଡ଼ିଶା ରାଜ୍ୟ ଟେବୁଲ ଟେନିସ୍‌ ସଂଘ ପକ୍ଷରୁ ସିଡିଏ ସେକ୍ଟର-୭ସ୍ଥିତ କଟକ ଟେବୁଲ ଟେନିସ୍ ଏକାଡେମିରେ ଜାତୀୟସ୍ତରୀୟ ପ୍ରଶିକ୍ଷଣ ଶିବର ଗତ ୯ ତାରିଖରୁ ଆରମ୍ଭ ହୋଇଛି। ୨୯ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଶିବିରରେ ଓଡ଼ିଶା ସମେତ ୧୦ ରାଜ୍ୟର…
ଅଧିକ ଖବର ଦେଖନ୍ତୁ...

ଆର୍‌ସିବିକୁ ବିସିସିଆଇ ବିକ୍ରି କରିଦେଉ: ୪୭ କୋଟି ଟଙ୍କାର ଖେଳାଳି ବେଞ୍ଚ୍‌ରେ ବସିଛନ୍ତି

ନୂଆଦିଲ୍ଲୀ: ଆଇପିଏଲ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି)ର ଦୟନୀୟ ପ୍ରଦର୍ଶନ ଯୋଗୁ କୋଟିକୋଟି ପ୍ରଶଂସକ ଓ ସମର୍ଥକ ନିରାଶ ହୋଇଛନ୍ତି। ତେଣୁ ଏହି ଦଳକୁ ଆଉ କାହାକୁ ବିକ୍ରି‌ କରିଦେବାକୁ ଭାରତୀୟ ଟେନିସ୍‌ କିଂବଦନ୍ତି ମହେଶ ଭୂପତି ବିସିସିଆଇକୁ ପରାମର୍ଶ ଦେଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ସିଲି ପଏଣ୍ଟ୍‌: ଧୋନିଙ୍କୁ ପସନ୍ଦ ଭୋଜପୁରୀ ଧାରାବିବରଣୀ

ଭାରତୀୟ ଦଳ ତଥା ଚେନ୍ନାଇ ସୁପରକିଙ୍ଗ୍ସର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ଭୋଜପୁରୀ ଭାଷାରେ ଧାରାବିବରଣୀ ଶୁଣିବାକୁ ବହୁତ ପସନ୍ଦ। ଚଳିତ ଆଇପିଏଲ୍‌ରେ ସେ ଭୋଜପୁରୀ ଭାଷାରେ ମ୍ୟାଚ୍‌ଗୁଡ଼ିକର ଧାରାବିବରଣୀ ଶୁଣିଥା’ନ୍ତି ବୋଲି ଭାରତୀୟ ଦଳର ପୂର୍ବତନ ବ୍ୟାଟର୍‌ ସୁରେଶ ରାଇନା…
ଅଧିକ ଖବର ଦେଖନ୍ତୁ...