ଅନୁସନ୍ଧାନ କରୁଥିବା ବର୍ଗ

ଖେଳ

ବିଶୃଙ୍ଖଳିତ ଆଚରଣ ପାଇଁ ମହିଳା କୁସ୍ତିଯୋଦ୍ଧା ବିନେଶ ଫୋଗାଟ ନିଲମ୍ବିତ

ନୂଆଦିଲ୍ଲୀ : ମହିଳା କୁସ୍ତିଯୋଦ୍ଧା ବିନେଶ ଫୋଗାଟଙ୍କୁ ଭାରତୀୟ ରେସଲିଂ ମହାସଂଘ ପକ୍ଷରୁ ଅସ୍ଥାୟୀ ଭାବେ ନିଲମ୍ବିତ କରାଯାଇଛି । ଅଲିମ୍ପିକ୍ସ କ୍ରୀଡ଼ା ଗ୍ରାମରେ ବିଶୃଙ୍ଖଳିତ ଆଚରଣ ପାଇଁ ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ମିଳିଥିବା ସୂଚନା ଅନୁସାରେ ସେ…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ବରରେ ପହଞ୍ଚିଲେ ଓଡ଼ିଆ ହକି ଖେଳାଳି, ବିମାନ ବନ୍ଦରରେ ଦିଆଗଲା ଭବ୍ୟ ସମ୍ବର୍ଦ୍ଧନା

ଭୁବନେଶ୍ବର : ଭୁବନେଶ୍ବରରେ ପହଞ୍ଚିଛନ୍ତି ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଥିବା ଭାରତୀୟ ପୁରୁଷ  ଓ ମହିଳା ହକି ଦଳରେ ଥିବା ଓଡ଼ିଆ ଖେଳାଳି । ସେମାନେ ରାତି ୮ଟା ୫୦ ମିନିଟରେ ଏୟାର ଇଣ୍ଡିଆ ଫ୍ଲାଇଟରେ ଭୁବନେଶ୍ବରରେ ପହଞ୍ଚିଛନ୍ତି । ଏହି ଖେଳାଳିମାନେ ହେଲେ ବ୍ରୋଞ୍ଜ ପଦକ ବିଜୟୀ ଅମିତ…
ଅଧିକ ଖବର ଦେଖନ୍ତୁ...

ହକିରେ ଭାରତ ପଦକ ଜିତିବା ଥିଲା ସବୁଠୁ ଖୁସିର ମୁହୂର୍ତ୍ତ:ଭାରତୀୟ ଅଲିମ୍ପିକ୍ସ ଆସୋସିଏସନର ଅଧ୍ୟକ୍ଷ 

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ସଫଳତାର ସହ ଅଭିଯାନ ଶେଷ କରିଛି ଭାରତ । ଗୋଟିଏ ସ୍ୱର୍ଣ୍ଣ, ଦୁଇଟି ରୌପ୍ୟ ଏବଂ ୪ଟି ବ୍ରୋଞ୍ଜ ପଦକ ସହ ଭାରତକୁ ମିଳିଛି ମୋଟ୍ ୭ଟି ପଦକ । ତେବେ ଏହାରି ଭିତରେ ସମ୍ବାଦକୁ ଭାରତୀୟ ଅଲିମ୍ପିକ୍ସ ଆସୋସିଏସନର ଅଧ୍ୟକ୍ଷ ପ୍ରତିକ୍ରିୟା ଦେଇଛନ୍ତି । ୪୧ବର୍ଷ ପରେ…
ଅଧିକ ଖବର ଦେଖନ୍ତୁ...

ଆମକୁ ମରିବାକୁ ଛାଡ଼ିଦିଅନି: ସମଗ୍ର ବିଶ୍ୱ ସାମ୍ନାରେ ଆଫଗାନିସ୍ତାନର ଦୁଃଖ ଦୁର୍ଦ୍ଦଶାର କାହାଣୀ ବଖାଣିଲେ କ୍ରିକେଟର…

ନୂଆଦିଲ୍ଲୀ: ଆଫଗାନିସ୍ତାନର ଅବସ୍ଥା କ୍ରମାଗତ ଭାବେ ଖରାପ ହେବାରେ ଲାଗିଛି। ତାଲିବାନ ଏଠାରେ ଗୋଟିଏ ପରେ ଗୋଟିଏ ପ୍ରାଦେଶିକ ରାଜଧାନୀକୁ କବଜା କରୁଛି | ଏଥି ସହିତ ଆମେରିକା, ଭାରତ ସମେତ ବିଭିନ୍ନ ଦେଶ ଆଫଗାନିସ୍ତାନରୁ ନିଜ ଲୋକଙ୍କୁ ଦେଶକୁ ଫେରାଇ ଆଣୁଛନ୍ତି । ଏହି ସମୟରେ ଆଫଗାନିସ୍ତାନର…
ଅଧିକ ଖବର ଦେଖନ୍ତୁ...

ଅଲିମ୍ପିକ୍ସରେ ବି ଦେଖିବାକୁ ମିଳିପାରେ ଚୌକା-ଛକା; କ୍ରିକେଟକୁ ସାମିଲ କରିବାକୁ ଯୋଜନା କରୁଛି ଆଇସିସି

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସ-୨୦୨୦ ଶେଷ ହୋଇଯାଇଛି। ଟୋକିଓ ଅଲମ୍ପିକ୍ସ ପଦକ ତାଲିକାରେ ଭାରତ ୪୮ତମ ସ୍ଥାନରେ ରହିଛି। ଯାହାକି ଗତ ୪୦ ବର୍ଷ ମଧ୍ୟରେ ଭାରତର ସର୍ବଶ୍ରେଷ୍ଠ ପ୍ରଦର୍ଶନ ରହିଛି। ମୋଟାମୋଟି ପଦକ ବିଜୟ ଦୃଷ୍ଟିରୁ ଭାରତ ୩୩ତମ ସ୍ଥାନରେ ରହିପାରିଛି। ଏଥିପୂର୍ବରୁ ୨୦୦୮…
ଅଧିକ ଖବର ଦେଖନ୍ତୁ...

ଟୋକିଓ ଅଲିମ୍ପିକ୍ସର ୯ ନାଟକୀୟ ମୁହୂର୍ତ୍ତ

ଟୋକିଓ: ରବିବାର ଶେଷ ହୋଇଥିବା ଟୋକିଓ ଅଲିମ୍ପିକ୍ସରେ ବହୁ ରେକର୍ଡ ଭାଙ୍ଗିଥିଲା। ଅନେକ ନୂଆ କୀର୍ତ୍ତିମାନ ବି ସୃଷ୍ଟି ହୋଇଥିଲା। କିଛି ନିଟାକୀୟ ମୁହୂର୍ତ୍ତ ମଧ୍ୟ ପ୍ରଶଂସକଙ୍କ ମନରେ ସ୍ବତନ୍ତ୍ର ଛାପ ଛାଡ଼ିଥିଲା। ସେଥିମଧ୍ୟରୁ ଉଚ୍ଚଡିଆଁରେ ଦୁଇ ଜଣ ବିଜେତା ‌ଘୋଷିତ ହେବା, ଆମେରିକାର…
ଅଧିକ ଖବର ଦେଖନ୍ତୁ...

‌ଟୋକିଓ ବିଜେତାଙ୍କୁ ଭବ୍ୟ ସ୍ବାଗତ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ପଦକ ଜିତି ସମଗ୍ର ଦେଶକୁ ଗର୍ବିତ କରିଥିବା ମହାନ ଭାରତୀୟ ପଦକ ବିଜେତାମାନେ ସୋମବାର ସ୍ବଦେଶ ଫେରିଛନ୍ତି। ଦେଶ ମାତୃକା ପାଇଁ ଐତିହାସିକ ସଫଳତା ଆଣିଥିବା‌ ଏହି କ୍ରୀଡ଼ାବୀରମାନେ ନୂଆ ଦିଲ୍ଲୀ ପହଞ୍ଚିବା ସେମାନଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା…
ଅଧିକ ଖବର ଦେଖନ୍ତୁ...

ଚାରି ଦଶନ୍ଧିର ଶ୍ରେଷ୍ଠ ପ୍ରଦର୍ଶନ, ଭାରତର ସ୍ମରଣୀୟ ୭ ପଦକ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସ ପଦକ ତାଲିକାରେ ଭାରତ ୪୮ତମ ସ୍ଥାନରେ ରହିଛି। ଯାହାକି ହେଉଛି ଗତ ୪୦ ବର୍ଷ ମଧ୍ୟରେ ଭାରତର ସର୍ବଶ୍ରେଷ୍ଠ ପ୍ରଦର୍ଶନ। ମୋଟାମୋଟି ପଦକ ବିଜୟ ଦୃଷ୍ଟିରୁ ଭାରତ ୩୩ତମ ସ୍ଥାନରେ ରହିପାରିଛି। ଏଥିପୂର୍ବରୁ ୨୦୦୮ ବେଜି˚ ଅଲିମ୍ପିକ୍ସରେ ଭାରତ ୫୧ତମ ସ୍ଥାନରେ…
ଅଧିକ ଖବର ଦେଖନ୍ତୁ...

ଉତ୍କଳ କରାଟେ ସ୍କୁଲର ୬ ପ୍ରଶିକ୍ଷକ ନିଲମ୍ବିତ

ଭୁବନେଶ୍ବର: ସ୍କୁଲ୍ ବିରୋଧୀ କାର୍ଯ୍ୟକଳାପ ଏବଂ ବିଶୃଙ୍ଖଳିତ ଆଚରଣ ଲାଗି ଉତ୍କଳ କରାଟେ ସ୍କୁଲର ବାଲୁଗାଁ ଶାଖାରୁ ସୌମ୍ୟ ରଞ୍ଜନ ନାୟକ, ବିଭୂତି ଭୂଷଣ ‌ବୈଦ୍ୟ, ବିଜୁ ବିଶ୍ବାସ ଓ ସୁକାନ୍ତ ଘଡ଼େଇ ଏବଂ ଟାଙ୍ଗୀ ଶାଖାର ପୀତାବାସ ମାନ ସିଂହ ଓ ଡୃଷୀକେଶ ମାନ ସିଂହଙ୍କୁ ଉତ୍କଳ କରାଟେ ସ୍କୁଲର…
ଅଧିକ ଖବର ଦେଖନ୍ତୁ...

ବାଂଲାଦେଶ ୪-୧ରେ ଅଷ୍ଟ୍ରେଲିଆକୁ ହରାଇଲା, କଙ୍ଗାରୁ ଦଳ ୬୨ ରନ୍‌ରେ ଆଲ୍‌ଆଉଟ୍

ଢାକା: ଅଷ୍ଟ୍ରେଲିଆ କ୍ରିକେଟ୍ ଦଳ ପାଇଁ ଚଳିତ ବାଂଲାଦେଶ ଗସ୍ତ ଦୁଃସ୍ବପ୍ନ ପାଲଟିଛି। ଘରୋଇ ଦଳ ବିପକ୍ଷ ପାଞ୍ଚ ଟିକିଆ ଶୃଙ୍ଖଳାକୁ ଏହି ଶକ୍ତିଶାଳୀ କ୍ରିକେଟ୍ ଦଳ ୧-୪ରେ ହାରିବାର ଲଜ୍ଜା ଜନକ ଫଳାଫଳ ପାଇଛି। ଶୃଙ୍ଖଳାରେ ୧-୩ରେ ପଛୁଆ ଥାଇ ସୋମବାର ପଞ୍ଚମ ତଥା ଶେଷ ମୁକାବିଲା ଖେଳିଥିବା…
ଅଧିକ ଖବର ଦେଖନ୍ତୁ...