ଅନୁସନ୍ଧାନ କରୁଥିବା ବର୍ଗ

ଖେଳ

ନେପାଳ ଅଟକିଲା, ଓ’ଙ୍କ ଯୁଗଳରେ ମିଆଁମାର ବିଜେତା

ଭୁବନେଶ୍ବର: ଅଗ୍ରଭାଗ ଖେଳାଳି ୟି ୟି ଓ’ଙ୍କ ଯୁଗଳ ଗୋଲ୍‌ରେ ମିଆଁମାର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ପ୍ରଥମ ଗୋଲ୍‌ଡ କପ୍‌ ମହିଳା ଫୁଟ୍‌ବଲ୍‌ ପ୍ରତିଯୋଗିତାର ବିଜେତା ହୋଇଛି। ଚତୁଃରା‌ଷ୍ଟ୍ରୀୟ ଏହି ବନ୍ଧୁତ୍ବପୂର୍ଣ୍ଣ ପ୍ରତିଯୋଗିତାର ଶୁକ୍ରବାର ଫାଇନାଲ୍‌ରେ ମିଆଁମାର ୩-୧ ଗୋଲ୍‌ରେ…
ଅଧିକ ଖବର ଦେଖନ୍ତୁ...

ଆଇଟା-ଓଟିଏ ୫୦କେ, ଅଂଶୁଙ୍କୁ ଦ୍ବିମୁକୁଟ

ମେଣ୍ଢାଶାଳ/ଭୁବନେଶ୍ବର: ମେଣ୍ଢାଶାଳସ୍ଥିତ ଗୁରୁକୂଳ ଟେନିସ୍‌ ଏକାଡେମି ପରିସରରେ ଚାଲିଥିବା ଆଇଟା-ଓଟିଏ ୫୦ ମାନ୍ୟତା ପ୍ରତିଯୋଗିତାରେ ଶୀର୍ଷ ମାନ୍ୟତାପ୍ରାପ୍ତ ଓଡ଼ିଶା ଖେଳାଳି ଅଂଶୁ କୁମାର ଭୂୟାଁ ଦୁଇଟି ବର୍ଗରେ ବିଜେତା ହୋଇ ଦ୍ବିମୁକୁଟ ଅର୍ଜନ କରିଛନ୍ତି। ଉଭୟ ପୁରୁଷ ଏକକ ଏବଂ ଯୁଗଳ…
ଅଧିକ ଖବର ଦେଖନ୍ତୁ...

ଡର୍ବାନ ଟେଷ୍ଟ୍‌ରେ ଶ୍ରୀଲଙ୍କା ପାଇଁ ସୁଯୋଗ

ଡର୍ବାନ୍‌: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟ୍‌ରେ ଶ୍ରୀଲଙ୍କା ପାଇଁ ବିଜୟ ସୁଯୋଗ ରହିଛି। ଭ୍ରମଣକାରୀ ଦଳ ସମ୍ମୁଖରେ ୩୦୪ ରନ୍‌ ବିଜୟ ଲକ୍ଷ୍ୟ ଧାର୍ଯ୍ୟ‌ ହୋଇଛି। ତୃତୀୟ ଦିନ ଖେଳ ଆଲୋକ ଅଭାବରୁ ଆଗୁଆ ବନ୍ଦ ବେଳକୁ ଦିମୁଥ କରୁଣାରତ୍ନେଙ୍କ ଦଳ ୩ ୱିକେଟ୍‌ରେ ୮୩ ରନ୍ କରିଥିଲା।…
ଅଧିକ ଖବର ଦେଖନ୍ତୁ...

କପିଳଙ୍କ କୀର୍ତିକୁ ଟପିଲେ ଷ୍ଟେନ୍‌

ଡର୍ବାନ୍‌: ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର ଡେଲ୍‌ ଷ୍ଟେନ୍‌ ଏଠାରେ ଚାଲିଥିବା ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟ୍‌ରେ ୪ ୱିକେଟ୍‌ ଅକ୍ତିଆର କରି ଭାରତୀୟ କିମ୍ବଦନ୍ତୀ କ୍ରିକେଟର୍‌ କପିଳ ଦେବଙ୍କ ଦୀର୍ଘ ବର୍ଷର କୀର୍ତିମାନକୁ ଟପି ଯାଇଛନ୍ତି। ୧୯୯୪ ମସିହାରେ କପିଳ ଦେବ ୪୩୪ ୱିକେଟ୍‌ ଦଖଲ…
ଅଧିକ ଖବର ଦେଖନ୍ତୁ...

ଶ୍ରୀନଗରରେ ଖେଳିବାକୁ ମିନର୍ଭା ମନାକଲା

ନୂଆଦିଲ୍ଲୀ: ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ କଶ୍ମୀରରେ କ୍ରୀଡ଼ା କାର୍ଯ୍ୟକ୍ରମ ମଧ୍ୟ ପ୍ରଭାବିତ ହେବାକୁ ଯାଉଛି। ଦେଶର ଅନ୍ୟତମ ଅଗ୍ରଣୀ ଫୁଟ୍‌ବଲ୍ କ୍ଲବ୍ ମିନର୍ଭା ପଞ୍ଜାବ ଏଫ୍‌ସି ଶୁକ୍ରବାର ସର୍ବଭାରତୀୟ ଫୁଟ୍‌ବଲ୍ ଫେଡେରେସନ୍‌ (ଏଆଇଏଫଏଫ)କୁ ପତ୍ର ଲେଖି ନଜର ପରବର୍ତୀ ଆଇ ଲିଗ୍‌…
ଅଧିକ ଖବର ଦେଖନ୍ତୁ...

ଜାତୀୟ କନିଷ୍ଠ ପୁରୁଷ ହକି ପାଇଁ ଓଡ଼ିଶା ଦଳ

କଟକ: ଆସନ୍ତା ୧୭ ତାରିଖରୁ ମହାରାଷ୍ଟ୍ରର ଔରଙ୍ଗାବାଦ୍‌ରେ ଜାତୀୟ କନିଷ୍ଠ ପୁରୁଷ ହକି ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିପାଇଁ କ୍ରିଷ୍ଣା ତିର୍କିଙ୍କ ନେତୃତ୍ବରେ ୧୮ ଜଣିଆ ଓଡ଼ିଶା ଦଳ ମହାରାଷ୍ଟ୍ର ଗସ୍ତ କରିଛି। ଦଳ ସହିତ ପ୍ରଣବ କିଶୋର ପଟ୍ଟନାୟକ ପ୍ରଶିକ୍ଷକ, ସୁଶୀଲ କିରୋ ପ୍ରବନ୍ଧକ…
ଅଧିକ ଖବର ଦେଖନ୍ତୁ...

ଇରାନୀ କପ୍‌ରେ ବିହାରୀଙ୍କ କ୍ରମାଗତ ଶତକ

ନାଗପୁର: ରଣଜୀ ବିଜେତା ବିଦର୍ଭ ବିପକ୍ଷ ଇରାନୀ କପ୍‌ର ଚତୁର୍ଥ ଦିବସରେ ହନୁମା ବିହାରୀଙ୍କ କ୍ରମାଗତ ଶତକ ସହାୟତାରେ ଅବଶିଷ୍ଟ ଭାରତ ତା’ର ଦ୍ବିତୀୟ ପାଳିରେ ୩୭୪/୩ରେ ଘୋଷଣା କରିଦେଇଛି। ପ୍ରଥମ ପାଳିରେ ୧୧୪ ରନ୍‌ କରିଥିବା ବିହାରି ଦ୍ବିତୀୟ ପାଳିରେ ୧୮୦ ରନ୍‌ରେ ଅପରାଜିତ ରହିଛନ୍ତି। ଏଥି…
ଅଧିକ ଖବର ଦେଖନ୍ତୁ...

କୋହଲି, ବୁମ୍‌ରା, ରାହୁଲ ‌ଫେରିଲେ: କାର୍ତିକ ବିଦା

ମୁମ୍ବାଇ: ବିଶାଖାପାଟଣାରେ ଫେବ୍ରୁଆରି ୨୪ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଅଷ୍ଟ୍ରେଲିଆା ବିପକ୍ଷ ଘରୋଇ ସୀମିତ ଓଭର ଶୃଙ୍ଖଳା ଲାଗି ଭାରତୀୟ ଦଳ ଶୁକ୍ରବାର ଘୋଷିତ‌ ହୋଇଛି। ନିୟମିତ ଅଧିନାୟକ ବିରାଟ କୋହଲି, ପ୍ରମୁଖ ଦ୍ରୁତ ବୋଲର ଯଶ୍‌ପ୍ରୀତ୍ ବୁମରା, ଟିଭି ଟିପ୍ପଣୀ ପାଇଁ ନିଲମ୍ବନ…
ଅଧିକ ଖବର ଦେଖନ୍ତୁ...

ମାର୍କଣ୍ଡେଙ୍କୁ ୫ ୱିକେଟ୍‌: ଭାରତ-ଏ’ର ବିଜୟ

ମହୀଶୁର: ନଭ୍‌ଦୀପ୍‌ ସାଇନି ଓ ସାହବାଜ୍‌ ନଦୀମ୍‌ ଅତିଥି ଦଳ ଇଂଲଣ୍ଡ୍‌ ଲାୟନ୍‌ସର ପ୍ରଥମ ପାଳି ବିପର୍ଯ୍ୟୟ ଘଟାଇବା ପରେ ମୟଙ୍କ ମାର୍କଣ୍ଡେ ଦ୍ବିତୀୟ ପାଳିରେ ୫ ୱିକେଟ୍‌ ଦଖଲ କରିନେବାରୁ ଘରୋଇ ଭାରତ-ଏ ଦଳ ଦ୍ବିତୀୟ ଟେଷ୍ଟ୍‌କୁ ଦିନକ ପୂର୍ବରୁ ଜିତିନେଇଛି। ମାର୍କଣ୍ଡେ ୩୧ ରନ୍‌ରେ ୫…
ଅଧିକ ଖବର ଦେଖନ୍ତୁ...

୨୩ ବର୍ଷରୁ କମ୍‌ କ୍ରିକେଟ୍‌: ଓଡ଼ିଶା ପୁଣି ହାରିଲା

କଟକ: ଭଦୋଦରାଠାରେ ଚାଲିଥିବା ୨୩ ବର୍ଷରୁ କମ୍‌ କ୍ରିକେଟ୍‌ ପ୍ରତିଯୋଗିତାରେ ଓଡ଼ିଶା ଦ୍ବିତୀୟ ମ୍ୟାଚ୍‌ ବି ହାରିଯାଇଛି। ଏଥିପୂର୍ବରୁ ଓଡ଼ିଶା ୪ ଵିକେଟ୍‌ରେ ଦିଲ୍ଲୀଠୁ ପରାସ୍ତ ହୋଇଥିଲା। ଶୁକ୍ରବାର ବେଙ୍ଗଲଠୁ ମଧ୍ୟ ୧୭୮ ରନ୍‌ରେ ପରାସ୍ତ ହୋଇଛି। ଓଡ଼ିଶା ଟସ୍‌ ଜିତି ବେଙ୍ଗଲକୁ ୨୮୫…
ଅଧିକ ଖବର ଦେଖନ୍ତୁ...