ଅନୁସନ୍ଧାନ କରୁଥିବା ବର୍ଗ

ଖେଳ

ଫିଫା କଂଗ୍ରେସରେ ଭାଗ ନେବେ ଅଭିଜିତ୍‌

କଟକ : ସର୍ବଭାରତୀୟ ଫୁଟ୍‌ବଲ୍‌ ମହାସଂଘର କାର୍ଯ୍ୟକାରୀ ସଦସ୍ୟ, ଡେଭଲପମେଣ୍ଟ୍ କମିଟି ଅଧ୍ୟକ୍ଷ ତଥା ଓଡ଼ିଶା ଫୁଟ୍‌ବଲ୍‌ ସଂଘର ଯୁଗ୍ମ ସଂପାଦକ ଅଭିଜିତ୍ ପଲ ଫିଫା କଂଗ୍ରେସରେ ଭାଗ ନେବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ପ୍ରଥମ ଓଡ଼ିଆ ଭାବେ ମନୋନୀତ ହୋଇଥିବ‌ାରୁ ଫାଓ ସଂପାଦକ ଆଶୀର୍ବାଦ…
ଅଧିକ ଖବର ଦେଖନ୍ତୁ...

ସାଇକ୍ଲିଷ୍ଟ ସ୍ୱସ୍ତି ସିଂହ ଓ ଓଡ଼ିଶା ହକି କିଂବଦନ୍ତି ପିଟର ତିର୍କୀ ପାଇବେ ଓସ୍‍ଜା ବାର୍ଷିକ କ୍ରୀଡ଼ା ପୁରସ୍କାର

ଭୁବନେଶ୍ୱର: ଓଡ଼ିଶା ହକି କିଂବଦନ୍ତି ପିଟର ତିର୍କୀ  ସଫଳ ସାଇକ୍ଲିଷ୍ଟ ସ୍ୱସ୍ତି ସିଂହ ୨୦୨୩ ବର୍ଷର ଓସ୍‍ଜା (ଓଡ଼ିଶା କ୍ରୀଡା ସାମ୍ବାଦିକ ସଂଘ) ବାର୍ଷିକ କ୍ରୀଡା ପୁରସ୍କାର ହାସଲ କରିବେ। ଏକଲବ୍ୟ ପୁରସ୍କାର ବିଜୟିନୀ ସ୍ୱସ୍ତିଙ୍କୁ ୨୦୨୨ ମସିହାର ସଫଳତା ପାଇଁ ବର୍ଷର ଶ୍ରେଷ୍ଠ କ୍ରୀଡ଼ାବିତ…
ଅଧିକ ଖବର ଦେଖନ୍ତୁ...

ଅହମଦାବାଦ ଟେଷ୍ଟ: ଚତୁର୍ଥ ଦିନର ଖେଳ ଶେଷ, ଭାରତର ସ୍କୋର ପ୍ରଥମ ପାଳିରେ ୫୭୧ ରନ୍‌

ଅହମଦାବାଦ: ବର୍ଡର-ଗାଭାସ୍କର ଟ୍ରଫି ଶୃଙ୍ଖଳାର ୪ର୍ଥ ଟେଷ୍ଟର ଚତୁର୍ଥ ଦିନର ଖେଳ ରବିବାର ଶେଷ ହୋଇଛି। ଅଷ୍ଟ୍ରେଲିଆ ନିଜର ଦ୍ବିତୀୟ ପାଳିରେ ବିନା କୌଣସି ୱିକେଟରେ ୩ ରନ୍‌ ସଂଗ୍ରହ କରି ୮୮ ରନ୍‌ ପଛରେ ରହିଛି। ପୂର୍ବରୁ କଙ୍ଗାରୁ ଦଳ ନିଜର ପ୍ରଥମ ପାଳିରେ ୪୮୦ ରନ୍‌ ସଂଗ୍ରହ କରିଥିଲା।…
ଅଧିକ ଖବର ଦେଖନ୍ତୁ...

୪ର୍ଥ ଟେଷ୍ଟ: କୋହଲିଙ୍କ ଶତକ ପରେ ଅର୍ଦ୍ଧଶତକ ହାସଲ କଲେ ଅକ୍ଷର, ଭାରତର ସ୍କୋର ୫୫୦ ଟପିଲା

ଅହମଦାବାଦ: ଚଳିତ ବର୍ଡର-ଗାଭାସ୍କର ଟ୍ରଫି ଶୃଙ୍ଖଳାର ଚତୁର୍ଥ ଟେଷ୍ଟରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ତରଫରୁ ବିରାଟ କୋହଲିଙ୍କ ଶତକ ପରେ ଏବେ ଅକ୍ଷର ପଟେଲ ମଧ୍ୟ ଦମଦାର ବ୍ୟାଟିଂ ପ୍ରଦର୍ଶନ କରିଛନ୍ତି। ଅକ୍ଷର ନିଜର ଅର୍ଦ୍ଧଶତକ ପୂରା କରିଛନ୍ତି। ସେ ୯୫ଟି ବଲ୍‌ ଖେଳି ଏହି କୃତିତ୍ବ ହାସଲ…
ଅଧିକ ଖବର ଦେଖନ୍ତୁ...

ଭାରତ-ଅଷ୍ଟ୍ରେଲିଆ ୪ର୍ଥ ଟେଷ୍ଟ୍‌ ମ୍ୟାଚ୍‌ରେ ୨୮ତମ ଟେଷ୍ଟ୍‌ ଶତକ ହାସଲ କଲେ ବିରାଟ କୋହଲି

ଅହମଦାବାଦ: ଅହମଦାବାଦସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଚାଲିଥିବା ‘ବର୍ଡର୍‌-ଗାଭାସ୍କର୍‌ ଟ୍ରଫି’ର ୪ର୍ଥ ଟେଷ୍ଟ୍‌ମ୍ୟାଚ୍‌ର ଆଜି ୪ର୍ଥ ଦିନରେ ଭାରତର ପ୍ରଖ୍ୟାତ ବ୍ୟାଟସ୍‌ମ୍ୟାନ୍‌ ବିରାଟ କୋହଲି ୨୮ତମ ଟେଷ୍ଟ୍‌ ଶତକ ହାସଲ କରିଛନ୍ତି। ଦୀର୍ଘ ୩ ବର୍ଷ ହେବ ଶତକ ହାସଲ କରିପାରି ନ…
ଅଧିକ ଖବର ଦେଖନ୍ତୁ...

ଆହତ ଯୋଗୁଁ ରିଚାର୍ଡସନ୍‌ ଆଇପିଏଲ୍‌ରୁ ବାଦ୍‌

ମୁମ୍ବାଇ : ମାର୍ଚ୍ଚ ୩୧ରୁ ଆରମ୍ଭ ହେବାକୁ ଯାଉଥିବା ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସକୁ ଆଉ ଏକ ଝଟ୍‌କା ଲାଗିଛି। ତାରକା ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା ଆହତ ‌ଯୋଗୁଁ ଓହରି ଯାଇଥିଲା ‌ବେଳେ ଏବେ ଏଥିରେ ଯୋଡ଼ି ହୋଇଛନ୍ତି ଅଷ୍ଟ୍ରେଲୀୟ…
ଅଧିକ ଖବର ଦେଖନ୍ତୁ...

ଗିଲ୍‌ଙ୍କ ଶତକ ବଳରେ ଲଢ଼ିଲା ଭାରତ: ତୃତୀୟ ଦିନ ସୁଦ୍ଧା ୨୮୯/୩; ତଥାପି ୧୯୧ ରନ୍‌ ପଛରେ

ଅହମଦାବାଦ: ଶୁବମନ ଗିଲ୍‌ଙ୍କ ଦ୍ବିତୀୟ ଟେଷ୍ଟ୍ ଶତକ (୧୨୮) ବଳରେ ଭାରତ ଚଳିତ ବର୍ଡର-ଗାଭାସ୍କର ଟ୍ରଫି ଶୃଙ୍ଖଳାର ଚତୁର୍ଥ ଟେଷ୍ଟରେ ଲଢ଼ିଛି। ଅଷ୍ଟ୍ରେଲିଆର ପ୍ରଥମ ପାଳି ୪୮୦ ରନ୍ ଜବାବରେ ତୃତୀୟ ଦିନ ସୁଦ୍ଧା ରୋହିତ ଶର୍ମାଙ୍କ ଦଳ ୩ ୱିକେଟ୍ ବିନିମୟରେ ୨୮୯ ରନ୍‌ ସଂଗ୍ରହ କରିଛି। ତଥାପି…
ଅଧିକ ଖବର ଦେଖନ୍ତୁ...

ଜର୍ମାନୀର ସଫଳ ପ୍ରତ୍ୟାବର୍ତ୍ତନ: ଉତ୍କଣ୍ଠାପୂର୍ଣ୍ଣ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ୧-୦ରେ ହରାଇଲା

ରାଉରକେଲା: ପ୍ରଥମ ମ୍ୟାଚ୍‌ରେ ଭାରତଠାରୁ ୨-୩ ଗୋଲ୍‌ରେ ହାରିଯାଇଥିବା ବିଶ୍ବ ବିଜେତା ଜର୍ମାନୀ କିନ୍ତୁ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ରେ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଛି। ଶନିବାରର ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଜର୍ମାନୀ ୧-୦ ଗୋଲ୍‌ରେ ବିଜୟୀ ହୋଇଛି। ବିଶ୍ବ ବିଜେତା ଜର୍ମାନୀ ଓ…
ଅଧିକ ଖବର ଦେଖନ୍ତୁ...

ଖ୍ରୀଷ୍ଟଚର୍ଚ୍ଚ ଟେଷ୍ଟ୍‌: ମିଚେଲ ଓ ହେନ୍‌ରି ନ୍ୟୁଜିଲାଣ୍ଡକୁ ଅଗ୍ରଣୀ ଦେଲେ

ଖ୍ରୀଷ୍ଟଚର୍ଚ୍ଚ: ଡାରିଲ ମିଚେଲ (୧୦୨ ରନ୍‌, ୧୯୩ ବଲ୍‌, ୬ ଚୌକା‌, ୨ ଛକା) ଏବଂ ମ୍ୟାଟ୍‌ ହେନ୍‌ରି (୭୨ ରନ୍‌, ୭୫ ବଲ୍‌, ୧୦ ଚୌକା, ୩ ଛକା) ଦମ୍‌ଦାର ବ୍ୟାଟିଂ କରି ଏଠାରେ ଚାଲିଥିବା ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟ୍‌ରେ ଘରୋଇ ନ୍ୟୁଜିଲାଣ୍ଡ୍‌କୁ କେବଳ ବିପର୍ଯ୍ୟୟରୁ ରକ୍ଷା…
ଅଧିକ ଖବର ଦେଖନ୍ତୁ...

ଜୋହାନ୍ସବର୍ଗରେ ବି ହାରିଲା ୱେଷ୍ଟଇଣ୍ଡିଜ: ଦକ୍ଷିଣ ଆଫ୍ରିକା ୨-୦ରେ ଟେଷ୍ଟ୍‌ ଶୃଙ୍ଖଳା ପୋଛିନେଲା

ଜୋହାନ୍ସବର୍ଗ: ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ୨ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍‌ ଶୃଙ୍ଖଳାକୁ ଘରୋଇ ଦକ୍ଷିଣ ଆଫ୍ରିକା ୨-୦ରେ ପୋଛିନେଲା। ସେଞ୍ଚୁରିଅନ୍‌ରେ ୮୭ ରନ୍‌ରେ ହାରିଥିବା ଭ୍ରମଣକାରୀ ଇଣ୍ଡିଜ୍‌ ଦଳ ଜୋହାନ୍ସବର୍ଗରେ ମଧ୍ୟ ପରାଜୟ ବରଣ କଲା। ଦ୍ବିତୀୟ ଟେ‌ଷ୍ଟ୍‌ରେ ୱେଷ୍ଟଇଣ୍ଡିଜ୍‌…
ଅଧିକ ଖବର ଦେଖନ୍ତୁ...