ଅନୁସନ୍ଧାନ କରୁଥିବା ବର୍ଗ

ଖେଳ

ହକି ବିଶ୍ବକପ୍‌ ପାଇଁ ତତ୍ପରତା ଦେଖାଇଲା ବିଏମ୍‌ସି, ମାସେ ପାଇଁ ସମସ୍ତ ନିର୍ମାଣ କାମ ଉପରେ ଲଗାଇଲା ରୋକ୍‌

ଭୁବନେଶ୍ବର: ଓଡ଼ିଶାରେ ପୁରୁଷ ହକି ବିଶ୍ବକପ୍‌-୨୦୨୩ (ଜାନୁଆରି ୧୩ରୁ ୨୯) ଆଉ ମାତ୍ର ଗୋଟିଏ ସପ୍ତାହ ପରେ ଆରମ୍ଭ ହୋଇଯିବ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍‌ ଓ ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ବିଶ୍ବକପ୍‌ର ମ୍ୟାଚ୍ ଗୁଡ଼ିକ ଖେଳା ଯିବ। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ…
ଅଧିକ ଖବର ଦେଖନ୍ତୁ...

ପ୍ରଥମ ଟି-୨୦ : ଶ୍ରୀଲଙ୍କା ଆଗରେ ୧୬୩ ରନର ଲକ୍ଷ୍ୟ ରଖିଲା ଭାରତ

ମୁମ୍ବାଇ : ଓ୍ବାଙ୍ଖଡ଼େ ଷ୍ଟାଡିୟମଠାରେ ଖେଳାଯାଉଥିବା ପ୍ରଥମ ଟି-୨୦ ମ୍ୟାଚରେ ଶ୍ରୀଲଙ୍କା ଆଗରେ ୧୬୩ରନର ବିଜୟ ଲକ୍ଷ୍ୟ ରଖିଛି ଟିମ ଇଣ୍ଡିଆ । ଏହି ମ୍ୟାଚରେ ଶ୍ରୀଲଙ୍କା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୫…
ଅଧିକ ଖବର ଦେଖନ୍ତୁ...

ପ୍ରଥମ ଟି-୨୦ : ଟସ ଜିତି ବୋଲିଂ ନିଷ୍ପତ୍ତି ନେଲା ଶ୍ରୀଲଙ୍କା

ମୁମ୍ବାଇ : ମୁମ୍ବାଇର ଓ୍ବାଙ୍ଖଡ଼େ ଷ୍ଟାଡିୟମଠାରେ ଆଜି ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ ଖେଳାଯାଉଛି । ଏହି ମ୍ୟାଚରେ ଶ୍ରୀଲଙ୍କା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି । ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏହି ମ୍ୟାଚରେ ଭାରତୀୟ ଦଳର ନେତୃତ୍ବ…
ଅଧିକ ଖବର ଦେଖନ୍ତୁ...

ଶ୍ରୀଲଙ୍କା ବିପକ୍ଷ ଦିନିକିଆ ଶୃଙ୍ଖଳାରେ ଖେଳିବେ ଜସପ୍ରୀତ ବୁମରା

ନୂଆଦିଲ୍ଲୀ: ଫେରିବେ ଦ୍ରୁତ ବୋଲର ଜସପ୍ରୀତ ବୁମରା। ଶ୍ରୀଲଙ୍କା ବିପକ୍ଷ ଦିନିକିଆ ଶୃଙ୍ଖଳାରେ ଖେଳିବେ ବୁମରା। ପିଠିରେ ସମସ୍ୟା ହେତୁ ସେ ଟି-୨୦ ବିଶ୍ବକପରୁ ବାଦ ପଡ଼ିଥିଲେ। ହେଲେ ଏବେ ସେ ସୁସ୍ଥ ହୋଇ ପୁଣି ଥରେ ପଡ଼ିଆକୁ ଫେରିବେ ବୋଲି ଜଣାପଡ଼ିଛି। ବିସିସିଆଇ ଶ୍ରୀଲଙ୍କା ବିପକ୍ଷ ତିନି…
ଅଧିକ ଖବର ଦେଖନ୍ତୁ...

ଦୁର୍ଘଟଣାର ଶିକାର ହୋଇଥିବା ପନ୍ତଙ୍କ ଆରୋଗ୍ୟ କାମନା କରି ଏଭଳି କଥା କହିଲେ ହାର୍ଦ୍ଦିକ

ନୂଆଦିଲ୍ଲୀ: ଭୟାବହ ଦୁର୍ଘଟଣାର ଶିକାର ହେବା ପରେ ଭାରତୀୟ କ୍ରିକେଟ ଦଳର ଉଇକେଟ କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆସିବାରୁ ତାଙ୍କୁ ଗତ ରବିବାର ସନ୍ଧ୍ୟାରେ ଆଇସିୟୁରୁ ସାଧାରଣ ୱାର୍ଡକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ତାଙ୍କ ଗୋଡ଼ରେ ଦେଖାଦେଇଥିବା…
ଅଧିକ ଖବର ଦେଖନ୍ତୁ...

ରୋହିତ-ବିରାଟଙ୍କ ଉପରେ ଭରସା କଲେ ବିଶ୍ବକପ ଜିତି ପାରିବା ନାହିଁ: କପିଲ ଦେବ

ନୂଆଦିଲ୍ଲୀ: ଭାରତ ଶେଷ ଥର ପାଇଁ ୨୦୧୧ରେ ଟି-୨୦ ବିଶ୍ବକପ ଜିତିଥିଲା। ସେତେବେଳେ ଭାରତୀୟ କ୍ରିକେଟ ଟିମର ଅଧିନାୟକ ଥିଲେ ମହେନ୍ଦ୍ର ସିଂହ ଧୋନି। ଏହା ପରଠାରୁ ଭାରତୀୟ ଟିମ୍ ଭଲ ପ୍ରଦର୍ଶନ କରିଥିଲେ ବି ବିଶ୍ବକପ ହାତେଇ ପାରିନାହିଁ। ଏବେ ଭାରତୀୟ ଟିମର ନଜରରେ ରହିଛି ଚଳିତ ବର୍ଷ…
ଅଧିକ ଖବର ଦେଖନ୍ତୁ...

ଚଳିତ ଆଇପିଏଲରେ ଏହି ଦାୟିତ୍ୱରେ ନଜର ଆସିବେ ଗାଙ୍ଗୁଲି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ର ପୂର୍ବତନ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କୁ ଚଳିତଥର ଆଇପିଏଲରେ ନୂଆ ଅବତାରରେ ଦେଖିବାକୁ ମିଳିବ | ବାସ୍ତବରେ ମିଳିଥିବା ସୂଚନା ମୁତାବକ ଆଇପିଏଲ ଟିମ ଦିଲ୍ଲୀ କ୍ୟାପିଟାଲସର କ୍ରିକେଟ୍ ନିର୍ଦ୍ଦେଶକ ଭାବରେ ସେ ଫେରିବାକୁ…
ଅଧିକ ଖବର ଦେଖନ୍ତୁ...

ନୂଆବର୍ଷ କ୍ରିକେଟ୍‌ ଅଭିଯାନ ଆଜିଠୁ: ତିନି ତାରକାଙ୍କ ବିନା ଶ୍ରୀଲଙ୍କା ବିପକ୍ଷରେ ଟ୍ବେଣ୍ଟି-୨୦ ଶୃଙ୍ଖଳା ‌ଖେଳିବ…

ମୁମ୍ବାଇ: ଦିନିକିଆ ବିଶ୍ବକପ୍‌ ବର୍ଷରେ ଭାରତୀୟ କ୍ରିକେଟ୍ ଦଳ ମଙ୍ଗଳବାରଠାରୁ ଏହାର ୨୦୨୩ ଅଭିଯାନ ଆରମ୍ଭ କରିବ। ଶ୍ରୀଲଙ୍କା ବିପକ୍ଷରେ ୩ ମ୍ୟାଚ୍‌ ଟ୍ବେଣ୍ଟି-୨୦ ଶୃଙ୍ଖଳା ଖେଳିବ ହାର୍ଦିକ ପାଣ୍ଡ୍ୟାଙ୍କ ଦଳ। ଭାରତୀୟ ଦଳର ତିନି ପ୍ରମୁଖ ତାରକା ବିରାଟ କୋହଲି, ରୋହିତ ଶର୍ମା, କେଏଲ୍…
ଅଧିକ ଖବର ଦେଖନ୍ତୁ...

ସେହ୍ବାଗଙ୍କ ତୁଳନାରେ ସଚିନ୍‌ଙ୍କ ସହ ଓପ୍‌ନିଂ ବ୍ୟାଟିଂକୁ ଅଧିକ ଉପଭୋଗ କରୁଥିଲି: ଗାଙ୍ଗୁଲି

ଆବୁଧାବି : ବୀରେନ୍ଦ୍ର ସେହ୍ବାଗ ଏବଂ ସଚିନ୍‌ ତେନ୍ଦୁଲକରଙ୍କ ସହ ନିଜ କ୍ୟାରିୟରରେ ଅଧିକାଂଶ ମ୍ୟାଚ୍‌ରେ ପାଳି ଆରମ୍ଭ କରିଥିଲେ ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି। ଉଭୟଙ୍କ ମଧ୍ୟରୁ କାହା ସହ ଓପ୍‌ନିଂ ବ୍ୟାଟିଂକୁ ଅଧିକ ଉପଭଗୋ କରିଥିଲେ ବୋଲି ଗାଙ୍ଗୁଲିଙ୍କୁ ପ୍ରଶ୍ନ କରାଯାଇଥିଲା ବେଳେ…
ଅଧିକ ଖବର ଦେଖନ୍ତୁ...

ଆଉ ୧୦ ଦିନ: ରାଉରକେଲାରେ ଦିନେ ହୋଇଥିଲା ଜାତୀୟ ଶିବିର

ରାଉରକେଲା: ବିଶ୍ବକପ୍‌ ସହିତ ଅନ୍ୟ ଅନେକ ଅନ୍ତର୍ଜାତୀୟ ହକି ମ୍ୟାଚର ଆୟୋଜନ ପରେ ଭୁବନେଶ୍ୱର ବର୍ତ୍ତମାନ ହକି ଜଗତରେ ଏକ ଶ୍ରେଷ୍ଠ ଆୟୋଜନସ୍ଥଳର ମାନ୍ୟତା ଲାଭ କରିଛି। ଭାରତୀୟ ଖେଳାଳିଙ୍କ ପାଇଁ ଭୁବନେଶ୍ବର ଦ୍ୱିତୀୟ ଘର ପାଲଟି ଯାଇଛି। କିନ୍ତୁ ବହୁତ ଆଗରୁ ରାଉରକେଲା ପ୍ରଥମ କରି ଭାରତୀୟ…
ଅଧିକ ଖବର ଦେଖନ୍ତୁ...