ଅନୁସନ୍ଧାନ କରୁଥିବା ବର୍ଗ

ଖେଳ

ରେକର୍ଡ ବହିରେ ବିରାଟ : ଅନ୍ତର୍ଜାତୀୟ ଟି୨୦ କ୍ରିକେଟରେ ୩୫୦୦ ରନ ପୂରଣ କରିବାରେ ୨ୟ ବ୍ୟାଟ୍ସମ୍ୟାନ

ମୁମ୍ବାଇ : ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ଧୂଆଁଧାର ଶତକ ଅର୍ଜନ କରି ବିରାଟ କୋହଲି ନିଜ ସମାଲୋଚକମାନଙ୍କ ମୁହଁ ବନ୍ଦ କରିବା ସହ ପ୍ରସଶଂସକମାନଙ୍କୁ ଖୁସି କରିଦେଇଛନ୍ତି । ଏହି ଶତକ ସହ ସେ ରେକର୍ଡ ବହିରେ ନିଜ ନାଁ ଲେଖାଇଛନ୍ତି ।  ଟି୨୦ କ୍ରିକେଟରେ ୩୫୦୦ ରନ କରିବାରେ ସେ ୨ୟ ଖେଳାଳି…
ଅଧିକ ଖବର ଦେଖନ୍ତୁ...

୮୮.୪୪ ମିଟର୍‌ ଦୂରକୁ ଜାଭ୍‌ଲିନ୍‌ ଥ୍ରୋ’ କରି ପ୍ରଥମ ଭାରତୀୟ ଭାବେ ‘ଡାଇମଣ୍ଡ୍‌ ଟ୍ରଫି’ ଜିଣିଲେ ନୀରଜ ‌ଚୋପ୍ରା

ଜ୍ୟୁରିକ୍‌: ସ୍ବିଜର୍‌ଲାଣ୍ଡ୍‌ର ଜ୍ୟୁରିକ୍‌ରେ ଆୟୋଜିତ ‘ଡାଇମଣ୍ଡ୍‌ ଲିଗ୍‌ ସିରିଜ୍‌’ର ପୁରୁଷ ଜାଭ୍‌ଲିନ୍‌ ଥ୍ରୋ’ରେ ଗୁରୁବାର ରାତିରେ ୮୮.୪୪ ମିଟର୍‌ ଦୂରକୁ ଜାଭ୍‌ଲିନ୍‌ ଫିଙ୍ଗି ପ୍ରଥମ ଭାରତୀୟ ଭାବେ ନୀରଜ ଚୋପ୍ରା ସମ୍ମାନଜନକ ‘ଡାଇମଣ୍ଡ୍‌ ଟ୍ରଫି’ ବିଜୟୀ ହୋଇଛନ୍ତି। ଚେକ୍‌…
ଅଧିକ ଖବର ଦେଖନ୍ତୁ...

୧୦୨୦ ଦିନ ପରେ ବିରାଟ ଶତକ

ଦୁବାଇ : ଦୁଇ ବର୍ଷ ୯ ମାସ ୧୫ ଦିନ ପ୍ରତୀକ୍ଷାର ଅନ୍ତ ଘଟିଛି। ମୋଟ ୧୦୨୦ ଦିନର ସଂଘର୍ଷ ପରେ ବିରାଟଙ୍କ ବ୍ୟାଟ୍‌ରୁ ମିଳିଛି ବିରାଟ ଶତକ। ଏହି ତିନି ବର୍ଷ ପ୍ରାୟ ମଧ୍ୟରେ କୋହଲି ଖେଳିଥିବା ୮୪ ଅନ୍ତର୍ଜାତୀୟ ପାଳି ଥିଲା ଶତକଶୂନ୍ୟ। ଗୁରୁବାର ଆଫଗାନିସ୍ତାନ ବିପକ୍ଷ ଏସିଆ କପ୍ ମ୍ୟାଚ୍‌ରେ…
ଅଧିକ ଖବର ଦେଖନ୍ତୁ...

ପୁଲ୍‌-ଡି’ରେ ଭାରତ

ଭୁବନେଶ୍ବର: ରାଉରକେଲା ଓ ଭୁବନେଶ୍ବରରେ ୨୦୨୩ ଜାନୁଆରି ୧୩ରୁ ୨୯ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଏଫ୍‌ଆଇଏଚ୍ ପୁରୁଷ ହକି ବିଶ୍ବକପ୍‌ର ପୁଲ୍ ଡ୍ର’ ଗୁରୁବାର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏଥିନେଇ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ…
ଅଧିକ ଖବର ଦେଖନ୍ତୁ...

କୋହଲି, ଭୁବି ଦେଲେ ସାନ୍ତ୍ବନା: ଭାରତ ୧୦୧ ରନ୍‌ରେ ଜିତିଲା

ଦୁବାଇ: ଦୀପ ଲିଭିଯିବା ପୂର୍ବରୁ ଜୋରରେ ଜଳି ଉଠିଥାଏ। ଭାରତୀୟ କ୍ରିକେଟ୍‌ ଦଳର ଏସିଆ କପ୍‌ ଅଭିଯାନ କିନ୍ତୁ ମଉଳିଯିବା ପରେ ତେଜ ଦେଖାଇଛି। ଅବଶ୍ୟ ସାନ୍ତ୍ବନାମୂଳକ ବିଜୟରେ। ବିରାଟ କୋହଲିଙ୍କ ବହୁ ପ୍ରତୀକ୍ଷିତ ବିସ୍ଫୋରକ ଶତକ (୬୧ ବଲ୍‌ରୁ ୧୨୨*, ୧୨ ଚୌକା, ୬ ଛକା) ପରେ ଭୁବନେଶ୍ବର…
ଅଧିକ ଖବର ଦେଖନ୍ତୁ...

ମୁହାଁମୁହିଁ ହେଲେ ଆଫ୍‌ଗାନ-ପାକିସ୍ତାନ ପ୍ରଶଂସକ

ସାରଜା: ବୁଧବାରର ନାଟକୀୟ ଏସିଆ କପ୍‌ ସୁପର-୪ ମ୍ୟାଚ୍‌ରେ ପଡ଼ିଆ‌ ଭିତରେ ପାକିସ୍ତାନ ଏବଂ ଆଫଗାନିସ୍ତାନ କ୍ରିକେଟର୍‌ ଲଢ଼େଇ କରୁଥିଲା ବେଳେ ପଡ଼ିଆ ବାହାରେ ଦୁଇଦେଶର ପ୍ରଶଂସକ ମୁହାଁମୁହିଁ ହୋଇଥିଲେ। ଶେଷ ଓଭରରୁ ବିଜୟ ପାଇଁ ୧୧ ରନ୍‌ ଦରକାର ଥିଲା ବେଳେ ନସୀମ ସାହ ପ୍ରଥମ ଦୁଇ ବଲ୍‌କୁ…
ଅଧିକ ଖବର ଦେଖନ୍ତୁ...

ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଅଭ୍ୟାସ ମ୍ୟାଚ୍‌ ସୂଚୀ ଘୋଷିତ: ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ୍‌ ସହ ‌ଖେଳିବ ଭାରତ

ଦୁବାଇ: ଆସନ୍ତା ଅକ୍ଟୋବର ୧୬ ତାରିଖରୁ ଅଷ୍ଟ୍ରେଲିଆରେ ଆୟୋଜିତ ହେବାକୁ ଯାଉଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍‌ ପୂର୍ବରୁ ଅଂଶଗ୍ରହଣ କରୁଥିବା ସମସ୍ତ ୧୬ ଦଳ ପାଇଁ ୱାର୍ମ ଅପ୍‌ (ଅଭ୍ୟାସ) ମ୍ୟାଚ୍‌ ସୂଚୀ ଗୁରୁବାର ଆନ୍ତର୍ଜାତିକ କ୍ରିକେଟ୍‌ ପରିଷଦ (ଆଇସିସି) ‌ଘୋଷଣା କରିଛି। ଆଇସିସି ଦ୍ବାରା…
ଅଧିକ ଖବର ଦେଖନ୍ତୁ...

ଅଲ୍‌କାରାଜଙ୍କ ନାଟକୀୟ ବିଜୟ: ସେମିରେ ତିଆଫୋଏଙ୍କୁ ଭେଟିବେ

ନ୍ୟୁୟର୍କ: ସ୍ପେନ୍‌ର ଯୁବ ତାରକା କାର୍ଲୋସ୍‌ ଅଲ୍‌କାରାଜ ଚଳିତ ୟୁଏସ୍‌ ଓପନ୍‌ରେ ନାଟକୀୟ ବିଜୟ ପାଇଛନ୍ତି। ପୁରୁଷ ଏକକ କ୍ବାର୍ଟର ଫାଇନାଲ୍‌ରେ ତୃତୀୟ ମାନ୍ୟତାପ୍ରାପ୍ତ ଏହି ୧୯ ବର୍ଷୀୟ ଯୁବକ ୫ ଘଣ୍ଟାରୁ ଊର୍ଧ୍ବ ସମୟ ଧରି କଡ଼ା ସଂଘର୍ଷ କରିବା ପରେ ୨୧ ବର୍ଷୀୟ ଇଟାଲି ଯୁବକ ଜାନିକ…
ଅଧିକ ଖବର ଦେଖନ୍ତୁ...

‘ଝଲକ ଦିଖ୍‌ଲା ଜା-୧୦’ରେ ଦୂତି

ଭୁବନେଶ୍ବର: ରନିଂ ଟ୍ରାକ୍‌ରେ ଯାଦୁ ଦେଖାଇ ସାରିବା ପରେ ଦୌଡ଼ରାଣୀ ଦୂତି ଚାନ୍ଦ ଏବେ ଡ୍ୟାନ୍ସ ଫ୍ଲୋର୍‌ରେ କମାଲ କରିବାକୁ ଯାଉଛନ୍ତି। କଲର୍ସ ଚ୍ୟାନେଲରେ ପ୍ରସାରିତ ନୃତ୍ୟ ଭିତ୍ତିକ କାର୍ଯ୍ୟକ୍ରମ ‘ଝଲକ ଦିଖ୍‌ଲା ଜା’ର ଦଶମ ସଂସ୍କରଣରେ ସେ ନାଚୁଥିବା ଖୁବଶୀଘ୍ର ଦେଖିବାକୁ ମିଳିବ। ଦୂତି…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶା କ୍ରୀଡ଼ାରେ ନୂଆ ଫର୍ଦ ଯୋଡ଼ିଲେ ଆଶିଷ: ଓଡ଼ିଶାର ଅନ୍ତର୍ଜାତୀୟ ଭଲିବଲ୍‌ ଖେଳାଳି

ଭୁବନେଶ୍ବର (ସୁରେଶ ସ୍ବାଇଁ): ଭାରତୀୟ ଭଲିବଲ୍ ସହିତ ଓଡ଼ିଶା ଭଲିବଲ୍ ଏବେ ଯେ ଉତ୍‌ଥାନ ପଥରେ ରହିଛି ଏହା ନି‌ସନ୍ଦେହରେ କୁହାଯାଇପାରିବ। ଭାରତୀୟ ଦଳରେ ପ୍ରତିନିଧିତ୍ବ କରିବା ଯେଉଁ ରାଜ୍ୟର ଖେଳାଳିଙ୍କ ପାଇଁ ସ୍ବପ୍ନ ହୋଇ ରହିଥିଲା ସେହି ରାଜ୍ୟରୁ ବିଗତ ୩ ମାସ ମଧ୍ୟରେ ୫ ଜଣ ପ୍ରାୟ…
ଅଧିକ ଖବର ଦେଖନ୍ତୁ...