ଅନୁସନ୍ଧାନ କରୁଥିବା ବର୍ଗ

ଖେଳ

ଶାର୍ଦ୍ଦୁଳ ଆହତ, ଦ୍ବିତୀୟ ଟେଷ୍ଟ‌ରେ ଖେଳିବା ଆଶଙ୍କା

କେପ୍‌ଟାଉନ୍‌: ଦ୍ବିତୀୟ ଟେଷ୍ଟ ମ୍ୟାଚ୍‌କୁ ଆଉ ୩ଦିନ ବାକି ଥିଲା ବେଳେ ଭାରତୀୟ ଦଳ ଆହତ ସମସ୍ୟାର ସମ୍ମୁଖୀନ ହୋଇଛି। ଶନିବାର ନେଟ୍ସରେ ଅଭ୍ୟାସ କରୁଥିବା ବେଳେ ଶାର୍ଦୁଳ ଠାକୁରଙ୍କ କାନ୍ଧରେ ବାଜିବାରୁ ତାଙ୍କୁ ବିଶ୍ରାମ ଦିଆଯାଇଛି। ଆଘାତ କେତେ ଗୁରୁତର ତାହା ଜଣାପଡ଼ିନାହିଁ। ତଥାପି…
ଅଧିକ ଖବର ଦେଖନ୍ତୁ...

ଦୀପ୍ତିଙ୍କ ୫ ୱିକେଟ୍‌, ରିଚାଙ୍କ ୯୬ ବେକାର: ଭାରତ ୩ ରନ୍‌ରେ ହାରିଲା, ଶୃଙ୍ଖଳା ବି ଗଲା

ମୁମ୍ବାଇ: ଅଷ୍ଟ୍ରେଲିଆ ବିପକ୍ଷରେ ଦୀପ୍ତି ଶର୍ମାଙ୍କ ପ୍ରଥମ ୫ ୱିକେଟ୍ ସଫଳତା ଏବଂ ପ୍ରଥମ ଦିନିକିଆ ଶତକରୁ ବଞ୍ଚିତ ରିଚା ଘୋଷଙ୍କ ଲଢ଼ୁଆ ୯୬ ରନ୍‌ ଶେଷରେ ବେକାର ଯାଇଛି। ଭାରତୀୟ କ୍ଷେତ୍ରରକ୍ଷକମାନେ ମୋଟ ୭ କ୍ୟାଚ୍‌ ହାତଛଡ଼ା କରିବା ସତ୍ତ୍ବେ ଅଷ୍ଟ୍ରେଲିଆ ୨୫୮ ରନ୍ କରି ନେଇଥିଲା।…
ଅଧିକ ଖବର ଦେଖନ୍ତୁ...

ଜାତୀୟ କନିଷ୍ଠ ଜିମ୍ନାଷ୍ଟିକ୍ସ ଉଦ୍‌ଯାପିତ: ବୀରୁ, ଆଲୋକଙ୍କୁ କାଂସ୍ୟ

ଭୁବନେଶ୍ବର‌: କଳିଙ୍ଗ ଷ୍ଟାଡିୟମ୍‌ରେ ଚାଲିଥିବା ଜାତୀୟ କନିଷ୍ଠ ଜିମ୍ନାଷ୍ଟିକ୍ସ ପ୍ରତିଯୋଗିତା ଶନିବାର ଉଦ୍‌ଯାପିତ ହୋଇଛି। ବାଳିକା ବ୍ୟକ୍ତିଗତ ଇଭେଣ୍ଟ ମଧ୍ୟରେ ତେଲେଙ୍ଗାନାର ନିଶିକା ଅଗରୱାଲ‌ ୩ ସ୍ବର୍ଣ୍ଣ ସହ ମୋଟ ୫ ପଦକ ପାଇଛନ୍ତି। ଭଲ୍‌ଟ, ଅନ୍‌ଇଭିନ୍‌ ବାର୍ସରେ ସ୍ବର୍ଣ୍ଣ…
ଅଧିକ ଖବର ଦେଖନ୍ତୁ...

ଶୀତଲ ଦେବୀ ବର୍ଷର‌ ଶ୍ରେଷ୍ଠ ପାରା ତୀରନ୍ଦାଜ

ନୂଆଦିଲ୍ଲୀ: ଭାରତର ପାରା କ୍ରୀଡ଼ାବିତ୍‌ ଶୀତଲ ଦେବୀ ବର୍ଷର ଶ୍ରେଷ୍ଠ ପାରା ମହିଳା ତୀରନ୍ଦାଜ ଭାବେ ବିବେଚିତ ହୋଇଛନ୍ତି। ବିଶ୍ବ ତୀରନ୍ଦାଜ ମହାସଂଘ ପକ୍ଷରୁ ଶନିବାର ଏ ସଂକ୍ରାନ୍ତରେ ଘୋଷଣା କରାଯାଇଛି। ଏହାବ୍ୟତୀତ ଫ୍ରାନ୍ସର ଗୁଇଲାଉମି ତୌକୌଲେତ୍‌ ଶ୍ରେଷ୍ଠ ପାରା ପୁରୁଷ ତୀରନ୍ଦାଜ…
ଅଧିକ ଖବର ଦେଖନ୍ତୁ...

ଅର୍ଜୁନ ପୁରସ୍କାର ଫେରାଇଲେ ଭିନେଶ ଫୋଗଟ୍, ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ରଖି ଘରକୁ ଫେରିଗଲେ

ନୂଆଦିଲ୍ଲୀ: ଏସୀୟ କ୍ରୀଡ଼ା ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ାସ୍ୱର୍ଣ୍ଣ ପଦକ ବିଜେତା ଭିନେଶ ଫୋଗାଟ୍ ମହିଳା କୁସ୍ତିଯୋଦ୍ଧାଙ୍କ ପ୍ରତି ହେଉଥିବା ବ୍ୟବହାରକୁ ବିରୋଧ କରି ଅର୍ଜୁନ ପୁରସ୍କାର ଫେରାଇ ଦେଇଛନ୍ତି। ଶନିବାର (ଡିସେମ୍ବର ୩୦) ସେ ପୁରସ୍କାର ଓ ପଦକ ଦିଲ୍ଲୀର କର୍ତ୍ତବ୍ୟ ପଥରେ ରଖି ଘରକୁ…
ଅଧିକ ଖବର ଦେଖନ୍ତୁ...

ରାହୁଲ ପଡ଼ିଆକୁ ଖେଳିବା ପାଇଁ ଓହ୍ଲାଇଲେ ଘରେ ଏହି କାମ କରନ୍ତି ଆଥିଆ

ମୁମ୍ବାଇ: ଚଳିତ ବର୍ଷ ଜାନୁଆରି ୨୩ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ବଲିଉଡ ଅଭିନେତ୍ରୀ ଆଥିଆ ସେଟ୍ଟୀ। ଦୀର୍ଘ ବର୍ଷ ପ୍ରେମ ସଂପର୍କରେ ରହିବା ପରେ ଖଣ୍ଡାଲାସ୍ଥିତ ଫାର୍ମହାଉସ୍‌ରେ କ୍ରିକେଟର୍‌ କେ.ଏଲ୍ ରାହୁଲଙ୍କ ସହ ବିବାହ କରିଥିଲେ ଆଥିଆ। ଏହି ବିବାହରେ ବଲିଉଡର ଅନେକ କଳାକାର ଓ…
ଅଧିକ ଖବର ଦେଖନ୍ତୁ...

ରାମ ମନ୍ଦିର ସହ ଜଡ଼ିତ ପ୍ରଶ୍ନର ଏଭଳି ଉତ୍ତର ଦେଇ ଚର୍ଚ୍ଚାରେ ଗୌତମ ଗମ୍ଭୀର

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପୂର୍ବତନ ଓପନର୍ ଗୌତମ ଗମ୍ଭୀର ତାଙ୍କ ବିବୃତି ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଗମ୍ଭୀର ସବୁବେଳେ ତାଙ୍କର କଡ଼ା ମନ୍ତବ୍ୟ ଏବଂ ସଠିକ ବିଶ୍ଳେଷଣ ପାଇଁ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଥାନ୍ତି। ଏବେ ପୁଣି ତାଙ୍କର ଏକ ଜବାବକୁ ନେଇ ଚର୍ଚ୍ଚା ଆରମ୍ଭ…
ଅଧିକ ଖବର ଦେଖନ୍ତୁ...

ରଣଜୀ ଦଳରେ ଆଶୀର୍ବାଦ, ସୁମିତ ନୂଆ: ଶାନ୍ତନୁ ଅଧିନାୟକ

କଟକ: ନୂଆ ରଣଜୀ ଟ୍ରଫି ଋତୁର ପ୍ରଥମ ଦୁଇଟି ମ୍ୟାଚ୍‌ ପାଇଁ ଓଡ଼ିଶା ଦଳ ଘୋଷଣା କରାଯାଇଛି। ଏଲିଟ୍‌ ଗ୍ରୁପ୍‌ ଡି’ରେ ଆସନ୍ତା ୫ ତାରିଖରେ ବରୋଦା ଓ ୧୨ ତ‌ାରିଖରେ ମଧ୍ୟପ୍ରଦେଶ ବିପକ୍ଷରେ ଓଡ଼ିଶା ମ୍ୟାଚ୍‌ ଖେଳିବ। ଏଥିପାଇଁ ଶାନ୍ତନୁ ମିଶ୍ରଙ୍କୁ ଓଡ଼ିଶା ଦଳର ନେତୃତ୍ବ ଦିଆଯାଇଥିଲା ବେଳେ…
ଅଧିକ ଖବର ଦେଖନ୍ତୁ...

୧୪୬ ବର୍ଷରେ ପ୍ରଥମ-କୋହଲି: ୭ କ୍ୟାଲେଣ୍ଡର ବର୍ଷରେ ୨ହଜାର ରନ୍‌ର କୀର୍ତ୍ତିମାନ

ନୂଆଦିଲ୍ଲୀ: ଭାରତର ତାରକା ବ୍ୟାଟର ବିରାଟ କୋହଲି ବିଶ୍ବରେ ପ୍ରଥମ ଖେଳାଳି ଭାବେ ୭ ଭିନ୍ନ ଭିନ୍ନ କ୍ୟାଲେଣ୍ଡର ବର୍ଷରେ ୨୦୦୦ ରନ୍‌ ସଂଗ୍ରହ କରିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟ୍ ଅବସରରେ ସେ ଏହି କୀର୍ତ୍ତିମାନ କରିଛନ୍ତି। ଏହି ମ୍ୟାଚ୍‌ରେ କୋହଲି ଦ୍ବିତୀୟ ପାଳିରେ ୮୨…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶାର ସପ୍ତମ ବିଜୟ

ଭୁବନେଶ୍ବର: ଆଇଏସ୍‌ଏଲ୍‌ରେ ଓଡ଼ିଶା ଏଫ୍‌ସିର ବିଜୟ ଧାରା ଅବ୍ୟାହତ ରହିଛି। ଶୁକ୍ରବାର ଘରୋଇ ମ୍ୟାଚ୍‌ରେ ଓଡ଼ିଶା ଏଫ୍‌ସି ୪-୧ ଗୋଲ୍‌ରେ ଜାମସେଦପୁର ଏଫ୍‌ସିକୁ ପରାସ୍ତ କରିଛି। ଏହି ବିଜୟ ଫଳରେ ଓଡ଼ିଶା ଏଫ୍‌ସି ୧୨ ମ୍ୟାଚ୍‌ରୁ ୭ ବିଜୟ ସହ ୨୪ ପଏଣ୍ଟରେ ଟେବୁଲ୍‌ର ତୃତୀୟ ସ୍ଥାନରେ…
ଅଧିକ ଖବର ଦେଖନ୍ତୁ...