ଅନୁସନ୍ଧାନ କରୁଥିବା ବର୍ଗ

ଖେଳ

ଖେଳାଳି ବଦଳରେ ଡି’ସିଲ୍‌ଭା, କରନଙ୍କୁ ଆଣିଲା ଓଏଫ୍‌ସି‌

ଭୁ‌ବନେଶ୍ବର: ଖେଳାଳି ବଦଳରେ ଡେ‌ମ୍ପୋ ଏସ୍‌ସିରୁ ଆଣ୍ଟୋନିଓ ଡି’ସିଲ୍‌ଭା ଏବଂ ଜାମସେଦପୁର ଏଫ୍‌ସିରୁ କରନ ଅମିନଙ୍କୁ ଓଡ଼ିଶା ଏଫ୍‌ସି ଆଣିଛି। ଉଭୟ ଓଏଫ୍‌ସି ସହ ଦେଢ଼ ବର୍ଷ ରହିବେ ବୋଲି ଚୁକ୍ତି ହୋଇଛି। ୨୧ ବର୍ଷୀୟ ଗୋଲ୍‌ରକ୍ଷକ ଡି’ସିଲ୍‌ଭା ଗୋଆନ୍‌ କ୍ଲବ୍‌, ସାଲଗୋଓକାର ଏଫ୍‌ସିରୁ…
ଅଧିକ ଖବର ଦେଖନ୍ତୁ...

ଆଇସିସି ମହିଳା ଟି-୨୦ ମାନ୍ୟତା: ଶେଫାଳି ଶୀର୍ଷକୁ ଫେରିଲେ

ଦୁବାଇ: ଭାରତୀୟ ଯୁବା ବିସ୍ମୟ ଶେଫାଳି ବର୍ମା ଆଇସିସି ମହିଳା ଟି-୨୦ ମାନ୍ୟତାରେ ପୁଣି ଶୀର୍ଷ ସ୍ଥାନକୁ ଫେରିଛନ୍ତି। ମଙ୍ଗଳବାର ପ୍ରକାଶିତ ବ୍ୟାଟର୍‌ଙ୍କ ସାନି ମାନ୍ୟତା ତାଲିକାରେ ଶେଫାଳି ଗୋଟିଏ ସ୍ଥାନ ଉଠି ପ୍ରଥମ ସ୍ଥାନ ଅକ୍ତିଆର କରିଛନ୍ତି। କିନ୍ତୁ ତାଙ୍କ ପ୍ରାରମ୍ଭିକ ସାଥୀ ସ୍ମୃତି…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶା ଓପନ୍‌ ବ୍ୟାଡ୍‌ମିଣ୍ଟନ ଆରମ୍ଭ: ବରୁଣଙ୍କୁ ବିଦା କଲେ ଚିରାଗ

ଭୁବନେଶ୍ବର: ଓଡ଼ିଶା ଓପନ୍‌ ସୁପର ୧୦୦ ଆନ୍ତର୍ଜାତିକ ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତା କୋଭିଡ୍‌ କଟକଣା ମଧ୍ୟରେ କଟକର ଜବାହରଲାଲ ନେହରୁ ଇନ୍‌ଡୋର ଷ୍ଟାଡିୟମରେ ମଙ୍ଗଳବାର ଉଦ୍‌ଘାଟିତ ହୋଇଯାଇଛି। ଉଦ୍‌ଘାଟନୀ ଦିବସରେ ୪୨ଟି ଯୋଗ୍ୟତା ମ୍ୟାଚ୍‌ ଲାଗି ସୂଚୀ ପ୍ରସ୍ତୁତ ହୋଇଥିଲା ବେଳେ…
ଅଧିକ ଖବର ଦେଖନ୍ତୁ...

ଭାରତ-ଦକ୍ଷିଣ ଆଫ୍ରିକା ଶୃଙ୍ଖଳାର ଗୋଟିଏ ହେଲେ ବି ବଲ୍ ଦେଖି ନଥିଲେ ଶାସ୍ତ୍ରୀ

ମୁମ୍ବାଇ: ସଦ୍ୟସମାପ୍ତ ଭାରତ-ଦକ୍ଷିଣ ଆଫ୍ରିକା ଶୃଙ୍ଖଳାର ଗୋଟିଏ ହେଲେ ବି ବଲ୍ ଦେଖି ନାହାନ୍ତି ପୂର୍ବତନ ପ୍ରଶିକ୍ଷକ ରବି ଶାସ୍ତ୍ରୀ। ଏକଥା ଶାସ୍ତ୍ରୀ ମଙ୍ଗଳବାର ଦେଇଥିବା ଏକ ସାକ୍ଷାତକାରରେ ଉଜାଗର କରିଛନ୍ତି। ସବୁ ଫର୍ମାଟ୍‌ରୁ ଅଧିନାୟକ ପଦ ଛାଡ଼ିବା ପରେ ବିରାଟ କୋହଲିଙ୍କ ଶାରୀରିକ…
ଅଧିକ ଖବର ଦେଖନ୍ତୁ...

ଏହି ଖେଳାଳିଙ୍କ ଚୟନକୁ ନେଇ ରାଗିଯିବା ସହ ଶୀଘ୍ର ଦଳରୁ ବାହାର କରିବାକୁ କହିଲେ ଗୌତମ ଗମ୍ଭୀର

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଓଡିଆଇ ସିରିଜରେ ପରାଜୟ ପରେ ଭାରତୀୟ ଟିମର ପ୍ରଦର୍ଶନ ଉପରେ ପ୍ରଶ୍ନ ଉଠିଛି | ବିଶେଷକରି ଦଳର କିଛି ଖେଳାଳିଙ୍କ ଚୟନକୁ ଟାର୍ଗେଟ କରାଯାଉଛି। ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ବର୍ତ୍ତମାନ ଭେଙ୍କଟେଶ ଆୟରଙ୍କ ଚୟନକୁ ବିରୋଧ କରିଛନ୍ତି। କେବଳ ଆଇପିଏଲରେ…
ଅଧିକ ଖବର ଦେଖନ୍ତୁ...

ସାଧାରଣତନ୍ତ୍ର ଦିବସ ଅବସରରେ ସୁନା ପୁଅ ନୀରଜଙ୍କୁ ମିଳିବ ‘ପରମ ବିଶିଷ୍ଟ ସେବା ପଦକ’

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କରିଥିବା ଭାରତର ସୁନା ପୁଅ ନୀରଜ ଚୋପ୍ରାଙ୍କୁ 'ପରମ ବିଶିଷ୍ଟ ସେବା ପଦକ'ରେ ସମ୍ମାନିତ କରାଯିବ। ଗଣତନ୍ତ୍ର ଦିବସ ଅବସରରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ | ଏବେ ଭାରତୀୟ ସେନାର ରାଜପୁତାନା ରାଇଫଲ୍ସରେ…
ଅଧିକ ଖବର ଦେଖନ୍ତୁ...

ଭଲନାହିଁ ଭାରତର ଦିନିକିଆ ପ୍ରଦର୍ଶନ, ଭାରତକୁ ଜରିମାନା

ମୁମ୍ବାଇ: ଭାରତୀୟ କ୍ରିକେଟ୍ ଦଳ ପରିବର୍ତ୍ତିତ ପରିସ୍ଥିତିରେ ପାଦ ଥାପିଛି। ଅଧିନାୟକ ବଦଳିଛନ୍ତି। ପ୍ରଶିକ୍ଷକଙ୍କ କାର୍ଯ୍ୟକାଳ ବି‌ ଶେଷ ହୋଇଛି। ଉଭୟ ସ୍ଥାନରେ ନୂଆ ଲୋକ ଅବସ୍ଥାପିତ ହୋଇଛନ୍ତି। ଆଉ ଏହାର ପ୍ରଭାବ ଦଳର ପ୍ରଦର୍ଶନ ଉପରେ ବି ପଡ଼ିଛି। ବି‌ଶେଷ କରି ତାଳମେଳର ଅଭାବ, ଖେଳାଳି…
ଅଧିକ ଖବର ଦେଖନ୍ତୁ...

ଆଜିଠୁ ଓଡ଼ିଶା ଓପନ ବ୍ୟାଡମିଣ୍ଟନ୍‌ ପ୍ରତିଯୋଗିତା: ମୁଖ୍ୟ ଡ୍ର’ରେ ସ୍ଥାନ ମିଳିବା ଆଶଙ୍କାରେ ଓଡ଼ିଶାର ୪ ଖେଳାଳି

କଟକ: ଓଡ଼ିଶା ଓପନ ସୁପର ୧୦୦ ଆନ୍ତର୍ଜାତିକ ବ୍ୟାଡମିଣ୍ଟନ୍‌ ପ୍ରତିଯୋଗିତା ମଙ୍ଗଳବାରଠୁ କୋଭିଡ୍‌ କଟକଣା ମଧ୍ୟରେ କଟକର ଜବାହରଲାଲ ନେହରୁ ଇଣ୍ଡୋର ଷ୍ଟାଡିୟମରେ ଆରମ୍ଭ ହେବ। ୩୦ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ଭାଗ ନେବାକୁ ପାଖାପାଖି ୧୭ ଦେଶରୁ ୩୫୦ରୁ…
ଅଧିକ ଖବର ଦେଖନ୍ତୁ...

ଖୋର୍ଦ୍ଧା ଜିଲ୍ଲା ଶକ୍ତି ଉତ୍ତୋଳନ ଉଦ୍‌ଯାପିତ

ଭୁବନେଶ୍ବର: ସ୍ଥାନୀୟ ଉତ୍କଳ କରାଟେ ସ୍କୁଲଠାରେ ଦୁଇ ଦିନିଆ ଖୋର୍ଦ୍ଧା ଜିଲ୍ଲା ଶକ୍ତି ଉତ୍ତୋଳନ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି। ଏଥିରେ ବିଭିନ୍ନ ବର୍ଗରେ ୧୩୫ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ପ୍ରଦୀପ ପାତ୍ର, ଶକ୍ତି ରଞ୍ଜନ ବାରିକ, ଅନୁପମା ସ୍ବାଇଁ, ରାନୁ ମହାନ୍ତି, କୃଷ୍ଣ…
ଅଧିକ ଖବର ଦେଖନ୍ତୁ...

ମନ୍ଧାନା ୨୦୨୧ର ଶ୍ରେଷ୍ଠ ମହିଳା କ୍ରିକେଟର୍‌: ରୁଟ୍ ବର୍ଷର ଶ୍ରେଷ୍ଠ ପୁରୁଷ ଟେଷ୍ଟ୍ କ୍ରିକେଟର୍

ଦୁବାଇ: ଭାରତୀୟ ଓପନର୍‌ ସ୍ମୃତି ମନ୍ଧାନା ୨୦୨୧ ବର୍ଷ ପାଇଁ ଶ୍ରେଷ୍ଠ ମହିଳା କ୍ରିକେଟର୍ ଘୋଷିତ ହୋଇଛନ୍ତି। ଗତ କ୍ୟାଲେଣ୍ଡର ବର୍ଷରେ ସବୁ ଫର୍ମାଟ୍‌ର ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଆଇସିସି ସୋମବାର ଏହି ଘୋଷଣା କରିଛି। ଏହି ପୁରସ୍କାର ହାସଲ କରିବା ଦୌଡ଼ରେ ମନ୍ଧାନା ଶକ୍ତିଶାଳୀ ଇଂଲଣ୍ଡ…
ଅଧିକ ଖବର ଦେଖନ୍ତୁ...