ପାକିସ୍ତାନ ବନ୍ଧୁକଚାଳକଙ୍କୁ ମିଳିବ ଭିସା

ଭାରତର ରାଜଧାନୀ ଦିଲ୍ଲୀରେ ହେବାକୁଥିବା ଆଇଏସ୍‌ଏସ୍‌ଏଫ୍‌ ବିଶ୍ବକପ୍‌ ରାଇଫଲ/ପିସ୍ତଲ ପ୍ରତିଯୋଗିତାରେ ପାକିସ୍ତାନ ବନ୍ଧୁକଚାଳକ ଅଂଶଗ୍ରହଣ କରିପାରିବେ। ପ୍ରତିଯୋଗିତା ପାଇଁ ପାକିସ୍ତାନ ବନ୍ଧୁକଚାଳକ ମହମ୍ମଦ ଖଲିଲ ଅଖ୍‌ତାର ଓ ଗୁଲାମ ମସ୍ତାଫା ବାସିରଙ୍କ ସହ ତାଙ୍କ ପ୍ରଶିକ୍ଷକ ରଜି ଅହମ୍ମଦ ଭିସା ପାଇଁ ଭାରତ ସରକାରଙ୍କୁ ଅବେଦନ କରିଥିଲେ। ଭିସା ଆବେଦନକୁ ଭାରତୀୟ ଗୃହ ମନ୍ତ୍ରଳାୟ ମଞ୍ଜୁର କରିଦେଇଛି।

ସମ୍ବନ୍ଧିତ ଖବର