ପାକିସ୍ତାନ ୩-୦ରେ ପୋଛିଲା ଶୃଙ୍ଖଳା

କରାଚି: େଓ୍ଵଷ୍ଟ୍‍ଇଣ୍ଡିଜ୍‌ ବିପକ୍ଷ ଘରୋଇ ଟେ୍ଵଣ୍ଟି-୨୦ ଶୃଙ୍ଖଳାକୁ ପାକିସ୍ତାନ ୩-୦ରେ ପୋଛି ନେଇଛି। ପ୍ରଥମ ଦୁଇ ମ୍ୟାଚ୍‌କୁ ଜିତି ସାରିଥିବା ପାକିସ୍ତାନ ମଙ୍ଗଳବାର ଶେଷ ଟେ୍ଵଣ୍ଟି-୨୦ରେ େଓ୍ଵଷ୍ଟ୍‍ଇଣ୍ଡିଜ୍‌କୁ ୮ ଓ୍ଵିକେଟ୍‌ରେ ହରାଇ ଦେଇଛି। ଫକର ଜମନ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଏବଂ ବାବର ଆଜମ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ହୋଇଥିଲେ।

ସମ୍ବନ୍ଧିତ ଖବର