ପ୍ରୋ କବାଡ଼ି: ତାମିଲ, ଦିଲ୍ଲୀ ବିଜୟୀ

ଅହମ୍ମଦାବାଦ: ଚଳିତ ପ୍ରୋ କବାଡ଼ି ଲିଗ୍‌ର ମଙ୍ଗଳବାର ଖେଳା ଯାଇଥିବା ଦୁଇଟି ମ୍ୟାଚ୍‌ରେ ତାମିଲ ଥାଲାଇଭାସ ଓ ଦବଙ୍ଗ ଦିଲ୍ଲୀ ବିଜୟୀ ହୋଇଛନ୍ତି। ତାମିଲ ଥାଲାଇଭାସ ୨୭-୨୩ରେ ତେଲୁଗୁ ଟାଇଟାନ୍ସକୁ ଏବଂ ଦିଲ୍ଲୀ ୨୯-୨୬ରେ ଗୁଜରାଟ ଫର୍ଚୁନଜିଆଣ୍ଟସ୍‌କୁ ପରାସ୍ତ କରିଥିଲେ।

ସମ୍ବନ୍ଧିତ ଖବର