ବେଙ୍ଗାଲୁରୁ ହକି ଲିଗ୍‌ରେ ରାଜିନ

ଭୁବନେଶ୍ୱର: କର୍ଣ୍ଣାଟକର ବେଙ୍ଗାଲୁରୁରେ ଜୁଲାଇ ୧୨ରୁ ୨୯ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଦ୍ୱିତୀୟ ବେଙ୍ଗାଲୁରୁ ସୁପର୍‌ ଡିଭିଜନ୍‌ ହକି ଲିଗ୍‌ ଲାଗି ଓଡ଼ିଶାର ଉଦୀୟମାନ ଅମ୍ପାୟାର୍‌ ରାଜିନ ଏକ୍କାଙ୍କୁ ମ୍ୟାଚ୍‌ ପରିଚାଳନା ସୁଯୋଗ ମିଳିଛି। ପୂର୍ବରୁ ବହୁ ଜାତୀୟ ଏବଂ ସର୍ବଭାରତୀୟ ହକି ପ୍ରତିଯୋଗିତାକୁ ସଫଳତାର ସହ ପରିଚାଳନା କରିଥିବା ରାଜିନଙ୍କୁ ହକି ଗାଙ୍ଗପୁର ଓଡ଼ିଶା ସମ୍ପାଦକ ଦେବାଶିଷ ଗୌଡ଼ା ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର