ଭୁବନେଶ୍ୱର: ଭାରତୀୟ ୧୬ ବର୍ଷରୁ କମ୍ ଫୁଟ୍ବଲ୍ ଦଳରେ ୩ ଓଡ଼ିଆ ତାରକା ସମୀର କେର୍କେଟା, ବିକି ଓରାମ ଏବଂ ଟଙ୍କଧର ବାଗଙ୍କୁ ସ୍ଥାନ ମିଳିଛି। ସମୀର ଏବଂ ବିକି ପୂର୍ବରୁ ସୁଯୋଗ ପାଇଥିଲା ବେଳେ ଟଙ୍କଧର ପ୍ରଥମ ଥର ଲାଗି ଦଳରେ ସାମିଲ ହୋଇଛନ୍ତି।
ଭାରତୀୟ ଦଳରେ ସମୀର, ବିକି, ଟଙ୍କଧର
/sambad/media/post_attachments/wp-content/uploads/2018/08/the-ball-stadion-football-the-pitch-39562.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)