ରାଜ୍ୟ ସ୍ନକର କ୍ୱାର୍ଟର ଫାଇନାଲ୍‌ରେ ସୁବ୍ରତ

କଟକ: କଟକ କ୍ଲବ୍‌ରେ ଚାଲିଥିବା ରାଜ୍ୟ ସ୍ନକର ପ୍ରତିଯୋଗିତାରେ ସୁବ୍ରତ ଦାସ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ପ୍ରଥମ ମ୍ୟାଚର ଓ୍ଵାକ୍‌ ଓଭର ପାଇଥିବା ସୁବ୍ରତ ପ୍ରି-କ୍ୱାର୍ଟରରେ ସରୋଜ ଦାସଙ୍କୁ ୩-୦ (୬୧-୨୦, ୬୨-୩୦, ୮୨-୬୧) ରେ ପରାସ୍ତ କରିଥିଲେ। ଅନ୍ୟ ମ୍ୟାଚଗୁଡ଼ିକରେ ରୁମିତ ଗୁପ୍ତା ୩-୧ରେ ଖାଲିଦ ସୁଲତାନଙ୍କୁ, ଜୀତେନ ଷଡ଼ଙ୍ଗୀ ୩-୦ରେ ଗୋବିନ୍ଦ ଶର୍ମାଙ୍କୁ, ରାକେଶ ରୋଶନ ପ୍ରଧାନ ୩-୧ରେ ଆକାଶ ମହାପାତ୍ରଙ୍କୁ ହରାଇ ପ୍ରି-କ୍ୱାର୍ଟରରେ ପ୍ରବେଶ କରିଛନ୍ତି।-

ସମ୍ବନ୍ଧିତ ଖବର